ନିଗମ ଓ ବୋର୍ଡରେ ନେତାଙ୍କ ଥଇଥାନ ଖୁବଶୀଘ୍ର

ଭୁବନେଶ୍ୱର : ପ୍ରଥମେ ବୋର୍ଡ ଓ ନିଗମରେ ନେତାଙ୍କୁ ଥଇଥାନ କରାଯିବ। ତା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଚଳିତ ମାସ ନିଗମ, ବୋର୍ଡ ଅଧ୍ୟକ୍ଷ ପଦରେ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ହେବ। ରାଖୀ ପୂର୍ଣ୍ଣମୀ ଅବସରରେ ରାଜ୍ୟ ବିଜେପି ସଭାପତି…

ରୁଷରେ ଭୂମିକମ୍ପ, ତୀବ୍ରତା ୬.୦

ନୂଆଦିଲ୍ରୁଲୀ: ଷରେ ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ମାପ କରାଯାଇଥିଲା । USGS ଭୂମିକମ୍ପ କହିଛି, ଗତକାଲି ରାତିରେ ରୁଷର ସେଭେରୋ-କୁରିଲସ୍କର ପୂର୍ବ ଦକ୍ଷିଣ-ପୂର୍ବରେ ୨୬୭ କିଲୋମିଟର ଦୂରରେ ରିକ୍ଟର ସ୍କେଲରେ…

ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ଟ୍ରମ୍ପ-ପୁଟିନଙ୍କ ବୈଠକ: ସମର୍ଥନ କଲା ଭାରତ

ନୂଆଦିଲ୍ଲୀ: ଭାରତ ଶନିବାର ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ସ୍ୱାଗତ କରିଛି। ଏହି ବୈଠକ ଅଗଷ୍ଟ ୧୫ରେ ଆଲାସ୍କାରେ ହେବ। ଭାରତର…

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଲୋକାର୍ପଣ ଉତ୍ସବ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ୪ ଜିଲ୍ଲାରେ ହେବ ମେଡିକାଲ କଲେଜ

କୋରାପୁଟ : ୪ ଜିଲ୍ଲାରେ ହେବ ମେଡିକାଲ କଲେଜ  ।  କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଲୋକାର୍ପଣ ଉତ୍ସବରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ।  ରାଜ୍ୟରେ ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ ଅଛି ।  ଖୁବ୍ ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର,…

ବିଦ୍ୟୁତ ସଂଯୋଗ ନାହିଁ: ଅନ୍ଧାରୀ ଜୀବନ ବିତାଉଛନ୍ତି ୪୦ ରୁ ଉର୍ଦ୍ଧ୍ବ ପରିବାର

ଘଟଗାଁ: ଯୁଗ ବଦଳିବା ସହ ବଦଳିଛି ଲୋକଙ୍କ ଚାଲିଚଳନ। ବିଶେଷ କରି ଗ୍ରାମଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ଏଥିପାଇଁ ସରକାର ବିଭିନ୍ନ ଯୋଜନା ଜରିଆରେ ପାଣି ଭଳି ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି।…

ଚନ୍ଦ୍ରଭାଗାରେ ବୁଡି ୩ ମୃତ

ଗୋପ : ବଣଭୋଜି କରି ସମୁଦ୍ରରେ ଗାଧୋଇବା ବେଳେ ଘଟିଲା ଅଘଟଣ । ଉଚ୍ଚ ଜୁଆର ଯୋଗୁଁ ଗାଧୋଇବା ବେଳେ ସମୁଦ୍ରଭିତରକୁ ଚାଲିଯାଇଥିଲେ ଜଣେ ଯୁବକ । ସଙ୍ଗେ ସଙ୍ଗେ ସାଙ୍ଗମାନଙ୍କ ଦ୍ୱାରା ଉଦ୍ଧାର କରାଯାଇ କୋଣାର୍କ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି…

ଭାରତରେ ପ୍ରଥମଥର ହେବ କଣ୍ଟିନେଣ୍ଟାଲ ଟୁର୍, ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ୍ ଲାଗି ଯୋଗ୍ୟତା ଲକ୍ଷ୍ୟ

ଭୁବନେଶ୍ବର: ଭୁବନେଶ୍ବରରେ ଚାଲିଥିବା ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଇଭେଣ୍ଟରେ ଚମକିଲେ ଓଡିଆ ଆଥଲେଟ। ୧୦୦ ମିଟର ପୁରୁଷ ବର୍ଗ ଫାଇନାଲ୍ କୁ ଗଲେ ଲାଲୁ ଭୋଇ। ୨୦୦ ମିଟର ପୁରୁଷ ବର୍ଗ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଅନିମେଶ୍ କୁଜୁର୍।…

କେନିଆରେ ଉଇକିମାନିଆ ୨୦୨୫, ଓଡ଼ିଆ ଓ ସାନ୍ତାଳୀ ଉଇକିଆଳିଙ୍କ ଯୋଗଦାନ

ନୂଆଦିଲ୍ଲୀ: ଉଇକିପିଡ଼ିଆର ସମୁଦାୟ ତଥା ଉଇକିପିଡ଼ିଆର ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ, ଏଥର କେନିଆର ନାଇରୋବି ସହରରେ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାରୁ ଉଭୟ ଓଡ଼ିଆ ଓ ସାନ୍ତାଳି ଉଇକିଆଳିମାନେ (ଉଇକିପିଡ଼ିଆରେ ସ୍ୱେଚ୍ଛାସେବୀ ଭାବରେ…

୨ ଲକ୍ଷ ଭାରତୀୟ ନାଗରିକତ୍ବ ଛାଡ଼ିଛନ୍ତି

ନୂଆଦିଲ୍ଲୀ: ୨୦୨୪ରେ ୨ ଲକ୍ଷରୁ ଅଧିକ ବ୍ୟକ୍ତି ଭାରତୀୟ ନାଗରିକତ୍ବ ଛାଡିଥିବା ଜଣାପଡିଛି। ଶୁକ୍ରବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି। ଏମାନେ ବିଦେଶୀ ନାଗରିକତ୍ବ ଗ୍ରହଣ କରିଥିବାରୁ ଭାରତୀୟ…

ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କରିବା ନିଷ୍ପତ୍ତି ପଡିଲା ଭାରି, ପାକିସ୍ତାନ ଦୁଇ ମାସରେ ୧୨୭ କୋଟି କ୍ଷତି ସହିଲା

ଭାରତ ସହିତ ଉତ୍ତେଜନା ବୃଦ୍ଧି କଲା ପାକିସ୍ତାନ । ଏହା ପରେ ପାକିସ୍ତାନ ତାର ଏୟାରସ୍ପେସ୍ ବନ୍ଦ କରିବାର ନିଷ୍ପତ୍ତି ନେବା ଦ୍ୱାରା ନିଜ ପାଇଁ ବହୁତ କ୍ଷତି ହୋଇଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ ଭାରତୀୟ…