ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼। ଭରତପୁର ପଣ୍ଡା କୁଦିଆ ବସ୍ତିରେ ବୋମାମାଡ଼ ହୋଇଛି। ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଛନ୍ତି । ଘଟଣାର ଖୋଳତାଡ଼ କରୁଛି ଭରତପୁର ପୋଲିସ । ବୋମାମାଡରେ 4 ବାଇକ ଜଳିଯାଇଥିବା ଜଣାଯାଇଛି । Share Post navigation ନିଗମ ଓ ବୋର୍ଡରେ ନେତାଙ୍କ ଥଇଥାନ ଖୁବଶୀଘ୍ର ଇଂ. ହରିହର ତ୍ରିପାଠୀଙ୍କ ପୁସ୍ତକ ‘ମୁଁ ଆସୁଛି ତୁମ ପାଖକୁ’ ଲୋକାର୍ପିତ