September 2025

ବିଜେଡି ଛାଡିଲେ ଭାସ୍କର ରାଓ, ‘ବିଜୁ ସ୍ୱାଭିମାନ ମଞ୍ଚ’ ଗଠନ ନେଇ ଘୋଷଣା

ଭୁବନେଶ୍ବର: ପୁଣି ବିଜେଡିକୁ ଶକ୍ତ ଝଟକା । ଅସନ୍ତୋଷ ଝାଡି ଦଳ ଛାଡିଲେ ବରିଷ୍ଠ ନେତା ତଥା ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ । ପୂର୍ବତନ ସାଂସଦ ଭାସ୍କର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ…

ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ ଜଳ ସମ୍ପଦ ବିଭାଗର କଟକଣା

ଭୁବନେଶ୍ବର: ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା ଲଗାଇଲେ ସରକାର । ଏବେ ଆଉ ନଦୀ କିମ୍ବା ଜଳାଶୟ ବା ଜଳଭଣ୍ଡାର ଭିତରେ ମନ ଇଛା ପାଇପ ଲାଇନ ବିଛାଇ ପାରିବେନି କୌଣସି ସଂସ୍ଥା । ଏନେଇ…

କରଞ୍ଜିଆରେ ହେଟାବାଘ ଆତଙ୍କ: ୧୫ ଆହତ

କରଞ୍ଜିଆ : ପୁଣି ହେଟାବାଘ ଆତଙ୍କ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ତିନିଟିଆ ଓ ତୁଳସୀପୋଷି ଗାଁରେ ହେଟାବାଘଟି ୧୫ ଜଣଙ୍କୁ ଆକ୍ରମଣ କରି ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ…

ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ, ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ହେବ ଆଲୋଚନା

ଭୁବନେଶ୍ୱର : ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ । ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ସାମିଲ ନେଇ ହେବ ଆଲୋଚନା । ତିନି ବିଭାଗକୁ ତଥ୍ୟ ମାଗି ଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଏବଂ…

ଆମ ବସ ଦୁର୍ଘଟଣାଗ୍ରସ୍ତ, ଜେଜେମା; ନାତୁଣୀ ଆହତ

କଟକ: ପୁଣି ଆମ ବସ ଦୁର୍ଘଟଣାଗ୍ରସ୍ତ । ଜେଜେମା, ନାତୁଣୀ ଆହତ ହୋଇଛନ୍ତି । କଟକ ଗଣେଶଘାଟ ନିକଟରେ ଆମ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଆହତ ଜେଜେମା ଓ ନାତୁଣୀଙ୍କୁ ସିଟି ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାକୁ…

ଭଦ୍ରକ ଅଟୋନମସ କଲେଜରେ ଉତ୍ତେଜନା ଛାତ୍ରଙ୍କ ଧାରଣା

ଭଦ୍ରକ: ବ୍ୟାନର ଟାଙ୍ଗିବାକୁ ନେଇ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଥମୁନି ଉତ୍ତେଜନା । ମୁଖ୍ୟ ଗେଟ ଆଗରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ପରେ ଗତକାଲିଠାରୁ ଏଯାଏ ଉତ୍ତେଜନା ଲାଗି ରହିଛି । ଆଜି ମଧ୍ୟ ଗୋଟିଏ ଗୋଷ୍ଠୀର ଛାତ୍ର କଲେଜ…

ଲେଡି ନିଶା ମାଫିଆଙ୍କ ଘରେ ଚାଲିଲା ବୁଲଡୋଜର

ଭୁବନେଶ୍ୱର : ସାବାଡ୍ ହେବେ ନିଶା ମାଫିଆ । ଲେଡି ନିଶା ମାଫିଆଙ୍କ ଘରେ ବୁଲିଲା ବୁଲଡୋଜର । ରାଜଧାନୀରେ ଲେଡି ନିଶା ମାଫିଆଙ୍କ ଘରେ ଚାଲିଲା ବୁଲଡୋଜର । ଚାରି ଚାରି ଥର ଗିରଫ ପରେ ମଧ୍ୟ ଚେତୁନଥିବାରୁ ଭାଙ୍ଗିଲା…

ଏସଆଇଆରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଆଧାର ହେବ ‘ଦ୍ଵାଦଶ କାଗଜପତ୍ର’

ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) ଲାଗୁ ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ସୋମବାର ବଡ଼ ରାୟ ଦେଇଛନ୍ତି। ଏସଆଇଆର କାର୍ଯ୍ୟକାରୀ କ୍ଷେତ୍ରରେ ନାଗରିକଙ୍କ ପରିଚୟପତ୍ର ଯାଞ୍ଚ ଲାଗି ଆଧାର କାର୍ଡକୁ ‘ଦ୍ଵାଦଶ କାଗଜପତ୍ର’ ରୂପେ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ମତଦାତା…

ଲୋକଙ୍କ କାନ୍ଧରେ ବସି ବନ୍ୟାଞ୍ଚଳ ବୁଲିଲେ କଂଗ୍ରେସ ସାଂସଦ, ଭିଡିଓ ଭାଇଇରାଲ ପରେ ଘେରିଲା ବିଜେପି

ପାଟନା: ରବିବାର ବିହାରର କଟିହାରର ମଣିହାରୀ ଏବଂ ବରାରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କଂଗ୍ରେସ ସାଂସଦ ତାରିକ ଅନୱର । ଏହି ସମୟରେ ଗ୍ରାମବାସୀମାନେ ତାରିକ ଅନୱରଙ୍କୁ କାନ୍ଧରେ ବୋହି ନେଉଥିବାର ଦେଖାଯାଇଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ…

ସୋସିଆଲ ମିଡିଆ ବ୍ୟାନକୁ ନେଇ ନେପାଳ ଅଶାନ୍ତ, ସଂସଦରେ ପଶିଲେ ପ୍ରଦର୍ଶନକାରୀ; ୧୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ନେପାଳରେ ଅରାଜକତା ଦେଖାଦେଇଛି। Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଯୁବକମାନେ ସେପ୍ଟେମ୍ବର 8…