ଜୁବଲି ହିଲ୍ସ ବିଧାନସଭା ଉପନିର୍ବାଚନ: କଂଗ୍ରେସକୁ ସମର୍ଥନ ଦେଲେ ଓୱେସି
ହାଇଦ୍ରାବାଦ: ତେଲେଙ୍ଗାନାରେ ଜୁବଲି ହିଲ୍ସ ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ( Congress) ପ୍ରାର୍ଥୀ ନବୀନ ଯାଦବ ଶୁକ୍ରବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କ ସହିତ ଦଳର ବରିଷ୍ଠ ନେତା ଏବଂ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ ଉପସ୍ଥିତ ଥିଲେ,…
