ମୁନୀରଙ୍କ ଧମକର କଡ଼ା ଜବାବ ଦେଲେ ରାଜନାଥ

ନୂଆଦିଲ୍ଲୀ: ତାଲିବାନଠାରୁ ନିର୍ମମଭାବେ ପରାସ୍ତ ହୋଇ ରକ୍ତମୁଖା ହୋଇପଡ଼ିଛନ୍ତି ପାକିସ୍ତାନ ସେନାମୁଖ୍ୟ ତଥା ଫିଲଡ ମାର୍ସାଲ ଅସୀମ ମୁନୀର । କିନ୍ତୁ ତାଲିବାନ ବଦଳରେ ସେ ଭାରତକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ପାକିସ୍ତାନ କେବେ ବି ନଇଁବ ନାହିଁ…

ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ସହ ଜିଏସଟି ସଂସ୍କାରର କୌଣସି ସଂପର୍କ ନାହିଁ: ସୀତାରମଣ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ଯେ ଜିଏସଟି (GST) ହ୍ରାସର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଛି। ତେବେ ସରକାର ୫୪ଟି ସାମଗ୍ରୀର ଦର ଉପରେ ନଜର ରଖିଛନ୍ତି, ଯେପରିକି ଦର ହ୍ରାସର ସୁଫଳ ସାଧାରଣ ଲୋକଙ୍କ…

ଭାରତୀୟ ସେନାରେ ସାମିଲ ହେଲା ୧୧୩ଟି ଇଲେକ୍ଟ୍ରିକ୍ ବସ୍

ନୂଆଦିଲ୍ଲୀ: ଭାରତୀୟ ସେନାରେ ସାମିଲ ହେଲା ୧୧୩ଟି ଇଲେକ୍ଟ୍ରିକ୍ ବସ୍। ଯାହାକି ସେନାଙ୍କ ପାଇଁ ଏହା ଏକ ବଡ଼ ପଦକ୍ଷେପ। ଭାରତୀୟ ସେନା ୧୭ ଅକ୍ଟୋବର ୨୦୨୫ରେ JBM ଅଟୋ ଲିମିଟେଡ୍ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା, ଯାହାର ମୂଲ୍ୟ ₹୧୩୦.୫୮…

ଜଳିଗଲା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ସାଂସଦ ରହୁଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ନିଆଁ ଲାଗି ବହୁ ଗାଡି ପୋଡି ପାଉଁଶ ହୋଇଯାଇଛି। ଏପରିକି ଆପାର୍ଟମେଣ୍ଟରେ ରହୁଥିବା କିଛି ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଏହି ଆପର୍ଟମେଣ୍ଟରେ ଅନେକ ରାଜ୍ୟସଭା ସାଂସଦ…

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ ଶେଷ, ତେଜସ୍ୱୀ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ପାଟନା: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା। ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଅଂଶୀଦାର ଦଳଗୁଡିକ ଆସନ ବୁଝାମଣା ଆଧାରରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।…

ଆଫଗାନିସ୍ତାନ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବେ ଟ୍ରମ୍ପ !

ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବେ ଡୋନାଲ୍ଡ ଟ୍ରମ୍ପ । ଏହାର ସମାଧାନ କରିବା ମୋ ପାଇଁ ବହୁତ ସହଜ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଯୁଦ୍ଧ ବନ୍ଦ କରିବା ସହ…

ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୩କ୍ରିକେଟ ମୃତ

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ । ଏଥିରେ ଆଫଗାନିସ୍ତାନର ୩ଜଣ କ୍ରିକେଟରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ଆଫଗାନିସ୍ତାନର ପକତିକା ପ୍ରୋଭିନ୍ସରେ ଏୟାରଷ୍ଟ୍ରାଇକ କରିଥିଲା ପାକିସ୍ତାନ । ଏଥିରେ ୩ଜଣ ଘରୋଇ କ୍ରିକେଟରଙ୍କ ମୃତ୍ୟୁ ହୋଇଥିବା କହିଛି ଆଫଗାନ…

ଶେଖ ହସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କଲେ ସରକାରୀ ଓକିଲ

ବାଂଲାଦେଶ: ବାଂଲାଦେଶର ବିତାଡିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି ବାଂଲାଦେଶର ଆନ୍ତର୍ଜାତିକ କ୍ରାଇମ ଟ୍ରାଇବୁନାଲର ମୁଖ୍ୟ ଓକିଲ ମହମ୍ମଦ ତାଜୁଲା ଇସଲାମ। ମହମ୍ମଦ କହିଛନ୍ତି ୨୦୨୪ରେ ଦେଶରେ ହୋଇଥିବା ବିକ୍ଷୋଭ ଓ ଆନ୍ଦୋଳନର ମୁଖ୍ୟ ସୂତ୍ରଧର ହେଉଛନ୍ତି…

ଗରିବ ରଥ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବଗି

ନୂଆଦିଲ୍ଲୀ: ଶନିବାର ସକାଳେ ଅର୍ଥାତ୍ ଆଜି ଲୁଥିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଏକ୍ସପ୍ରେସ ଟ୍ରେନରେ ଘଟିଛି ଅଗ୍ନିକାଣ୍ଡ । ଜଳିଗଲା ଟ୍ରେନର ତିନୋଟି ଏସି ବଗି । ସିରହିନ୍ଦ ରେଳ ଷ୍ଟେସନରୁ ଅମ୍ବାଲା ଅଭିମୁଖେ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା…

ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୀପାବଳି ଛୁଟି

ଭୁବନେଶ୍ବର: ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୀପାବଳି ପାଇଁ ଛୁଟି। ଅର୍ଥାତ୍ ୨୦୨୫ ଅକ୍ଟୋବର ୨୦ ଓ ୨୧ ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। ଦୀପାବଳି ଛୁଟି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଆସନ୍ତା…