ଢାକାରେ ପାକିସ୍ତାନର ନଂ୨ ସେନା ଅଧିକାରୀ, ସତର୍କ ହେଲା ଭାରତ
ଢାକା : ପ୍ରଥମେ ଅପରେସନ ସିନ୍ଦୁର)ରେ ପରାଜୟ, ନିକଟରେ ଆଫଗାନିସ୍ତାନଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେବା ପରେ ରକ୍ତମୁଖା ହୋଇଯାଇଛି ପାକିସ୍ତାନ ଭାରତକୁ ପାନେ ଦେବାକୁ ବାଂଲାଦେଶ ସହ ମିଶି ଷଡ଼ଯନ୍ତ୍ର କରିବା ଆରମ୍ଭ କରିଛି । ପାକିସ୍ତାନୀ ସେନାର ଜଣେ…
