ଲୋକସଭା ନିର୍ବାଚନରେ ​​ଭୋଟ ଚୋରି କରି ଏନଡିଏ ସରକାର ଗଠନ କରିଛି: ରାହୁଲ

ନାଳନ୍ଦା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ତାଙ୍କର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ଦେଇଛନ୍ତି ବିରୋଧୀ ଦଳ କଂଗ୍ରେସର ନେତା ରାହୁଲ ଗାନ୍ଧୀ। ରାହୁଲ ଲଗାତାର ଦ୍ୱିତୀୟ ଦିନ ପାଇଁ ବିହାର ବିଧାନସଭା ନିର୍ବାଚନ ରାଲି କରିଛନ୍ତି।…

ପଣବନ୍ଦୀ ଥିବା ୧୭ ଶିଶୁ ଉଦ୍ଧାର, ପୁଲିସ ଗୁଳିରେ ୟୁଟ୍ୟୁବର ନିହତ

ମୁମ୍ବଇର ରା’ ଷ୍ଟୁଡିଓରେ ପଣବନ୍ଦୀ ଡ୍ରାମା ଶେଷ ହୋଇଛି। ୩ ଘଣ୍ଟାର ହାଇଡ୍ରାମା ପରେ ପୁଲିସ ଗୁଳିରେ ପିଲାଙ୍କୁ ପଣବନ୍ଦୀ ରଖି ଆତଙ୍କ ସୃଷ୍ଟି କରିଥିବା ଜଣେ ୟୁଟ୍ୟୁବର ରୋହିତ ଆର୍ଯ୍ୟା ନିହତ ହୋଇଛି। ଏହା ସହିତ ସେ ପଣବନ୍ଦୀ ରଖିଥିବା…

ମୁଜାଫରପୁରରେ ଆରଜେଡି-କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ

ପାଟନା: ବନ୍ଧୁକ, ନିଷ୍ଠୁରତା, ତିକ୍ତତା, କୁଶାସନ, ଦୁର୍ନୀତି ଏହି ପାଞ୍ଚଟି ଶଦ୍ଦର ପ୍ରୟୋଗ କରି ଆରଜେଡି-କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବିହାରରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ଆରଜେଡି ଏବଂ କଂଗ୍ରେସ ସରକାର ସମୟରେ ହୋଇଥିବା ପାଞ୍ଚଟି…

ପିଓକେରେ ବଢୁଛି ଆତଙ୍କବାଦୀ କାର୍ଯ୍ୟକଳାପ: ଭାରତକୁ ଅନୁପ୍ରବେଶ ଅପେକ୍ଷାରେ ୧୨୦ ଆତଙ୍କବାଦୀ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ସୀମା ଦେଇ ପାକିସ୍ତାନ ପଟୁ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ୧୨୦ ଆତଙ୍କବାଦୀ ସୁଯୋଗ ଅପେକ୍ଷାରେ ଅଛନ୍ତି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟରୁ ଜଣାପଡ଼ିଛି। ଗୁଇନ୍ଦା ବିଭାଗର ରିପୋର୍ଟ ଅନୁଯାୟୀ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ରେ ଗତ କିଛିଦିନ…

ଫେବ୍ରୁଆରି ୧୭ରୁ ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) 2026 ବୋର୍ଡ ପରୀକ୍ଷା ପାଇଁ ଚୂଡ଼ାନ୍ତ ତାରିଖ ପ୍ରକାଶ କରିଛି। ପ୍ରକାଶିତ ତାରିଖ ଅନୁଯାୟୀ, CBSE ଦଶମ ପରୀକ୍ଷା ଫେବୃଆରୀ 17, 2026 ରୁ ଆରମ୍ଭ ହୋଇ ମାର୍ଚ୍ଚ 10, 2026…

ହିନ୍ଦୀରେ ପ୍ରେସକ୍ରିପସନ ଲେଖିବେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା AIIMSର ଡାକ୍ତରମାନେ ଏବେ ହିନ୍ଦୀରେ ପ୍ରେସକ୍ରିପସନ୍ ଲେଖିବେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଡାକ୍ତରମାନଙ୍କୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀ ବ୍ୟବହାର କରିବାକୁ ଉତ୍ସାହିତ କରାଯିବ। ହିନ୍ଦୀରେ ପ୍ରେସକ୍ରିପସନ୍ ଏବଂ…

ଗେରୁଆ ନଦୀରେ ବୁଡ଼ିଲା ଡଙ୍ଗା, ୮ ନିଖୋଜ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବହରାଇଚ ବଡ଼ ଅଘଟଣ । ଗେରୁଆ ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ୨୨ ଜଣ ବୁଡ଼ିଯାଇଛନ୍ତି । ଏହି ଘଟଣାରୁ ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୮ ଜଣ ନିଖୋଜ ରହିଛନ୍ତି । ଏସଡିଆରଏଫ…

କଣ୍ଟ୍ରାକ୍ଟ କିଲର ଲଗାଇ ଭିଣେଇକୁ ମାରିଲା ଶାଳୀ

ମଧ୍ୟପ୍ରଦେଶ: ବିବାହ ପୂର୍ବରୁ ଭିଣେଇ ସହ ଅବୈଧ ସମ୍ପର୍କ ରଖିଥିଲା ଶାଳୀ । ବାହା ହୋଇଗଲା ପରେ ଆରମ୍ଭ ହେଲା ସମସ୍ୟା । ଭିଡିଓ ରଖି ବାରମ୍ବାର ଶାଳୀକୁ ବ୍ଲାକମେଲ୍ କରୁଥିଲା ଭିଣେଇ । ଏଥିରେ ଅତିଷ୍ଠ ହୋଇଗଲା ଶାଳୀ ଆଉ…

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଉତ୍ତର ପ୍ରଦେଶ: ଯୌତୁକ ପାଇଁ ସ୍ତ୍ରୀକୁ ନିର୍ଯାତନା ଦେଲା ସ୍ବାମୀ । ସାତ ଜନ୍ମ ପାଇଁ ହାତ ଧରିଥିଲା କିନ୍ତୁ ଗୋଟିଏ ଜନ୍ମ ପାଇଁ ବି ସାଥ୍ ଦେଲାନି । ଓଲଟା ହତ୍ୟା କରି ଦୁର୍ଘଟଣାର ରୂପ ଦେଲା ସ୍ବାମୀ ।…

ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା । ପୁଣି ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରମାଣୁ ଅସ୍ତ୍ର ପରୀକ୍ଷା ପାଇଁ ପେଣ୍ଟାଗନକୁ ନିର୍ଦ୍ଧେଶ ଦେଇଛନ୍ତି ଟ୍ରମ୍ପ। ଚୀନ୍ ଓ ରୁଷ ଚାଲୁ…