୪୮ ଘଣ୍ଟା ପରେ କଟକରେ ଇଣ୍ଟରନେଟ୍ ସେବା ଆରମ୍ଭ ହେଲା

କଟକ: କଟକ ମହାନଗର ନିଗମ (CMC), କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ଏବଂ କଟକ ବୟାଲିସ୍ ମୌଜା ଅଞ୍ଚଳରେ ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ପରେ ପୁନଃ ଆରମ୍ଭ ହୋଇଛି ।  ସହରରେ ହିଂସା ଏବଂ ପୋଡ଼ାଜଳା ପରେ ଜିଲ୍ଲା ପ୍ରଶାସନ ପ୍ରଥମେ…

ଆତ୍ମହତ୍ୟା କଲେ ବରିଷ୍ଠ ଆଇପିଏସ ଅଧିକାରୀ

ଚଣ୍ଡିଗଡ଼: ଆତ୍ମହତ୍ୟା କଲେ ଆଇପିଏସ ଅଧିକାରୀ। ହରିୟାଣାର ଏହି ବରିଷ୍ଠ ଆଇପିଏସ ଅଧିକାରୀ ହେଉଛନ୍ତି ଓ୍ବାଇ.ଏସ. ପୁରନ। ନିଜ ସର୍ଭିସ ବନ୍ଧୁକରୁ ପୁରନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ପୁଲିସ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ।…

ଚୋରି ବାଇକ ଚଲାଉଥିଲେ କନଷ୍ଟେବଳ, ନିଲମ୍ବନ କଲେ ଏସପି

ହାପୁଡ: ହାପୁଡ ଜିଲାରେ ଜଣେ ହେଡ୍ କନଷ୍ଟେବଳଙ୍କୁ ଚୋରି ବାଇକ୍ ଚଳାଇବା ଅଭିଯୋଗରେ ନିଲମ୍ବନ କରାଯାଇଛି। ଡିଆଇଜି ରେଞ୍ଜ ମିରଠଙ୍କ ଆଦେଶରେ ଏସପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭାଗୀୟ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଯାଇଛି। ଶନିବାର ପୁଲିସ ଷ୍ଟେସନ…

ଆମେରିକାରେ ଅଫିମ ବିକ୍ରି କରି ଧରାପଡ଼ିଲେ ଭାରତୀୟ ଯୁବକ

ନୂଆଦିଲ୍ଲୀ: ଆମେରିକାର ଅରଙ୍କସାସରୁ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନାଁ କପିଲ ବୋଲି ଜଣାପଡିଛି। କପିଲଙ୍କ ବିରୋଧରେ ଅଫିମ ବିକ୍ରି କରୁଥିବା ଅଭିଯୋଗ ଲାଗିଛି। ତାଙ୍କ ଭିସା ରଦ୍ଦ କରାଯାଇଛି। ଘଟଣାଟି ମଇ ମାସର। ପୁଲିସ ଟ୍ରାଫିକ୍…

ଉଡ଼ାଣ ବେଳେ ପକ୍ଷୀ ମାଡ଼, ଏୟାର ଇଣ୍ଡିଆର ବିମାନ ବାତିଲ

ନୂଆଦିଲ୍ଲୀ: କଲମ୍ବୋରୁ ଚେନ୍ନାଇ ଯାଉଥିବା ଏୟାର ଇଣ୍ଡିଆର ବିମାନରେ ଅଘଟଣ । ମଙ୍ଗଳବାର ବାର୍ଡ ହିଟ ଯୋଗୁଁ ବିମାନକୁ ବାତିଲ କରାଯାଇଥିବା  ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଘଟଣା ସମୟରେ ବିମାନରେ ୧୫୮ ଜଣ ଯାତ୍ରୀ ଉପସ୍ଥିତ ଥିଲେ। ତେବେ ବିମାନଟିକୁ ସୁରକ୍ଷିତ…

୬୦ କୋଟି ଠକେଇ ମାମଲା: ଶିଳ୍ପା ସେଠୀଙ୍କୁ EOWର ଜେରା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ୫ ଘଣ୍ଟା ଧରି ପଚରାଉଚରା କରିଛି । ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ୬୦ କୋଟି ଟଙ୍କାର ଠକେଇ ମାମଲା ପୋଲିସ ରାଡାରରେ…

ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କୁ ମିଳିଲା ସରକାରୀ ବାସଭବନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ବାସଭାବନ ଛାଡିବାର ଗୋଟିଏ ବର୍ଷ ପରେ ମଧ୍ୟ ଆମ୍ ଆଦମୀ ପାର୍ଟିର ପ୍ରମୁଖ କିମ୍ବା ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କୁ ଶେଷରେ ଏକ ନୂଆ ସରକାରୀ ବାସଭବନ ମିଳିଛି । ଦିଲ୍ଲୀ ହାଇକୋର୍ଟରେ ଏକ ଶୁଣାଣି ପରେ ଏହି…

ପଦାର୍ଥ ବିଜ୍ଞାନରେ ଆମେରିକାର ୩ ଜଣଙ୍କୁ ନୋବେଲ ପୁରସ୍କାର

ସ୍ବିଡେନ : ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନୀ ଜନ କ୍ଲାର୍କ, ବୈଜ୍ଞାନିକ ମାଇକେଲ ଡେଭୋରେଟ ଏବଂ ବୈଜ୍ଞାନିକ ଜନ ମାର୍ଟିନିସଙ୍କୁ ଏହି ପୁରସ୍କାର ମିଳିଛି । ଏକ ଇଲେକ୍ଟ୍ରିକ ସର୍କିଟରେ କ୍ଵାଣ୍ଟମ ମେକାନିକାଲ ଟନେଲିଂ ଏବଂ…

ପାକିସ୍ତାନରେ ଜାଫର ଏକ୍ସପ୍ରେସରେ ବୋମା ବିସ୍ଫୋରଣ, ୭ ଆହତ

ପାକିସ୍ତାନ : ପାକିସ୍ତାନର କ୍ବେଟାରେ ଜାଫର ଏକ୍ସପ୍ରେସକୁ ପୁଣି ଥରେ ଟାର୍ଗେଟ୍ କରାଯାଇଛି । ବର୍ତ୍ତମାନ ଟ୍ରେନକୁ ଟାର୍ଗେଟ୍ କରି ବୋମା ବିସ୍ଫୋରଣ କରାଯାଇଛି ।  ଏହି ଆକ୍ରମଣରେ ଟ୍ରେନ୍ ଲାଇନଚ୍ୟୁତ ହେବା ସହ ସାତ ଜଣ ଆହତ ହୋଇଛନ୍ତି । ଏହି…

ଇଟାଲୀରେ ସଡ଼କ ଦୁର୍ଘଟଣା: ୪ ଭାରତୀୟଙ୍କ ମୃତ୍ୟୁ

ଇଟାଲୀ: ଇଟାଲୀର ମାଟେରାରେ ଏକ ସଡ଼କ ଦୁର୍ଘଟଣାରେ ଚାରି ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ରୋମରେ ଥିବା ଭାରତୀୟ ଦୂତାବାସ ସୋମବାର ଏହି ଘଟଣା ବିଷୟରେ ସୂଚନା ଦେଇଛି । ସୂଚନା ଦେଇ ଇଟାଲୀୟ ସମାଚାର ଏଜେନ୍ସି ANSA ରିପୋର୍ଟ…