୬ ବର୍ଷିଆ ଡାଲି ଆତ୍ମନିର୍ଭରତା ମିଶନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ, ଲାଭାନ୍ବିତ ହେବେ ୨ କୋଟି ଚାଷୀ
ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ କମିଟି ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ମିଶନକୁ ଅନୁମୋଦନ କରିଛି। ଘରୋଇ ଉତ୍ପାଦନ ବୃଦ୍ଧି ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ। ଏହି ମିଶନ ୨୦୨୫-୨୬ରୁ ୨୦୩୦-୩୧ ପର୍ଯ୍ୟନ୍ତ ୬…
