ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର

ମହାକାଳପଡ଼ା : ଗାଁ ପୋଖରୀରେ କୁମ୍ଭୀର, ଲୋକେ ଭୟଭୀତ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦତ୍ତପୁର ଗାଁରେ ଏକ ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର କଲା ବନ ବିଭାଗ। ଗାଁ ପୋଖରୀରେ କୁମ୍ଭୀର ଭାସୁଥିବା ଦେଖି ଲୋକେ ବନ…

ପଶ୍ଚିମବଙ୍ଗ ପାଲଟିଗଲାଣି ଦୁଷ୍କର୍ମକାରୀଙ୍କ ସୁରକ୍ଷିତ ଠିକଣା: ମମତାଙ୍କୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ରାଜନୈତିକ ବିତର୍କ ସୃଷ୍ଟି କରିଛି। ଭାରତୀୟ ଜନତା ପାର୍ଟି (ବିଜେପି) ମହିଳା ସୁରକ୍ଷାକୁ ନେଇ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି। ବିଜେପି…

ଆମେରିକାର ଏକ ବିଦ୍ୟାଳୟରେ ଆଖିବୁଜା ଗୁଳିମାଡ, ୪ ମୃତ

ୱାଶିଂଟନ: ଆମେରିକାର ମିସିସିପିରେ ଏକ ହାଇସ୍କୁଲରେ ଆଖିବୁଜା ଗୁଳିମାଡ ମାମଲା ସାମ୍ନାକୁ ଆସିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ୪ ଗୁରୁତରଙ୍କୁ ହେଲିକପ୍ଟରରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଯାଞ୍ଚ ଚାଲିଥିବା ସୂଚନା…

ଆକାଶ ଆନନ୍ଦଙ୍କୁ ନେଇ ବିଜେପିକୁ ଅଖିଳେଶଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅକ୍ଟୋବର ୯ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ବହୁଜନ ସମାଜ ପାର୍ଟିର ରାଲି ଉପରେ କଟାକ୍ଷ କରିଛନ୍ତି। ଏସପି ଅଧ୍ୟକ୍ଷ କହିଛନ୍ତି ଯେ ଆଜି, ଆକାଶ ଆନନ୍ଦଙ୍କୁ ବିଏସପି ନୁହେଁ ବରଂ ଭାରତୀୟ ଜନତା…

ଜେଲ ଆକାଉଣ୍ଟରୁ କଏଦୀ ଲୁଟିନେଲା ୩୦ ଲକ୍ଷ ଟଙ୍କା

ଆଜମଗଡ଼: ଉତ୍ତରପ୍ରଦେଶର ଆଜମଗଡ଼ ଜେଲରେ ଏକ ବଡ ଅବହେଳାର ମାମଲା ସାମ୍ନାକୁ ଆସିଛି। ଜେଲ ପ୍ରଶାସନର ଅବହେଳାର ସୁଯୋଗ ନେଇ ଜଣେ କଏଦୀ ଜେଲର କାନାରା ବ୍ୟାଙ୍କ ଚେକବୁକ୍ ଗାଏବ କରିଦେଇଥିଲେ। ଜେଲରୁ ବାହାରିବା ପରେ, ସେ ଜେଲର ଆକାଉଣ୍ଟରୁ ପ୍ରାୟ…

ନଭେମ୍ବର ୧୫ରେ ହେବ ମହାନଦୀ ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲରେ ପକ୍ଷ ରଖିଛନ୍ତି। ଶନିବାର ମହାନଦୀ ଜଳବିବାଦ ପ୍ରାଧିକରଣରେ ଶୁଣାଣିବେଳେ ଓଡ଼ିଶା ସରକାରଙ୍କ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ଛତିଶଗଡ଼ ସରକାରଙ୍କ…

କମ କ୍ଷତିପୂରଣ ମିଳିବାରୁ ତହସିଲ ଅଫିସ ଆଗରେ ଟଙ୍କା ଫିଙ୍ଗିଲେ ଚାଷୀ

ମୁମ୍ବଇ: ମହାରାଷ୍ଟ୍ରରେ ଅଗଷ୍ଟ- ସେପ୍ଟେମ୍ବର ମାସରେ ହୋଇଥିବା ବର୍ଷା ଓ ବନ୍ୟା ଯୋଗୁଁ ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡିଛି। ଏହାକୁ ନଜରରେ ରଖି ସରକାର ସମୁଦାୟ ୩୧,୬୨୮ କୋଟି ଟଙ୍କାର ସାହାଯ୍ୟ ଘୋଷଣା କରିଥିଲେ; କିନ୍ତୁ ହିଙ୍ଗୋଲି ଗୋରେଗାଓଁର ଚାଷୀଙ୍କୁ…

ପାକିସ୍ତାନରେ ପୁଣି ଭୟଙ୍କର ଆକ୍ରମଣ: ୧୧ ମୃତ, ୫୦ ଆହତ

ପାକିସ୍ତାନ : ପାକିସ୍ତାନରେ ପୁଣି ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଖାଇବର ପଖତୁନଖ୍ବା ପ୍ରୋଭିନ୍ସର ଡେରା ଇସମାଇଲ ଖାନ ଜିଲ୍ଲାରେ ଆତ୍ମଘାତୀ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।  ଏକ ପୋଲିସ ଟ୍ରେନିଂ ସ୍କୁଲରେ ବଡ଼ ଧରଣର ହମଲା କରିଛନ୍ତି । ଆତ୍ମଘାତୀ ବିସ୍ଫୋରଣ…

ଚୀନ୍ ଉପରେ ଟ୍ରମ୍ପ ଲଗାଇଲେ ୧୦୦% ଟାରିଫ

ଆମେରିକା : ଚୀନ ଉପରେ  ଅତିରିକ୍ତ୧୦୦% ଟାରିଫ ଲଗାଇଲେ ଟ୍ରମ୍ପ ।  ଚୀନରୁ ଆମଦାନୀ ସାମଗ୍ରୀ ଉପରେ ଅତିରିକ୍ତ ଶହେ ପ୍ରତିଶତ ଟାରିଫ ନେଇ  ଘୋଷଣା । ଆସନ୍ତା  ନଭେମ୍ବର ୧ରୁ ଏହା ଲାଗୁ ହେବ ।  ‘ଟ୍ରୁଥ ସୋସିଆଲ’ ଜରିଆରେ ଟ୍ରମ୍ପ…

ଦକ୍ଷିଣ ଆମେରିକାରେ ଭୂକମ୍ପ, ତୀବ୍ରତା ୭.୧

ଶନିବାର ସକାଳେ ଦକ୍ଷିଣ ଆମେରିକାରେ ଏକ ଶକ୍ତିଶାଳୀ ଭୁକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୧ ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ମାତ୍ର ୧୦ କିଲୋମିଟର ବ୍ୟାପୀ ଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଦକ୍ଷିଣ…