October 10, 2025

IAS ସ୍ତରରେ ଅଦଳବଦଳ, ଏନ. ଥିରୁମାଲା ନାଏକ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ 

ଭୁବନେଶ୍ୱର : IAS ସ୍ତରରେ ବଡ଼ ଧରଣର ଅଦଳବଦଳ । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ହେଲେ ଏନ.ଥିରୁମାଲା ନାଏକ । ମାନସୀ ନିମ୍ଭାଲଙ୍କୁ ଓଡ଼ିଶା ଉଠାଜଳସେଚନ ନିଗମର ଏମଡି ଭାବେ ନିଯୁକ୍ତି ମିଳିଛି । ସେହିପରି ସୁରେନ୍ଦ୍ର କୁମାର…

୧୧ରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ

ଭୁବନେଶ୍ବର : ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ହେବ। ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ଯୋଜନାର ଶୁଭାରମ୍ଭ କରିବେ। ଏହାସହ ଭୁବନେଶ୍ବରରେ ଷ୍ଟେଟ୍‌ ଅଫ…

୧୯୯୨ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା: ଓଡ଼ିଶା ସରକାରଙ୍କୁ ୪୫ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

ନୂଆଦିଲ୍ଲୀ : ୧୯୯୨ରେ ଓଡ଼ିଶା ପୁଲିସରେ ସବ୍‌ଇନ୍ସପେକ୍ଟର ପଦ ଲାଗି ଅନୁଷ୍ଠିତ ନିଯୁକ୍ତି ପରୀକ୍ଷା ଅନିୟମିତତା ଯୋଗୁଁ କ୍ଷତିଗ୍ରସ୍ତ ତିନି ପରୀକ୍ଷାର୍ଥୀଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୪୫ ଲକ୍ଷ ଟଙ୍କା କ୍ଷତିପୂରଣ ଦୁଇ ମାସ ମଧ୍ୟରେ ଦେବାକୁ ଓଡ଼ିଶା…

ବିହାର ଔରଙ୍ଗାବାଦରେ ଓଲଟିଲା ଡଙ୍ଗା, ୫ ନିଖୋଜ

ବିହାର : ବିହାର ଔରଙ୍ଗାବାଦରେ ବଡ଼ ଦୁର୍ଘଟଣା । ସୋନ ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣ ନିଖୋଜ ରହିଛନ୍ତି । ଘଟଣା ବଡେମ ଓପି ଥାନା ଅଞ୍ଚଳରେ ରଘୁନାଥପୁର ବାଲୁ ଘାଟରେ…

ଟ୍ରମ୍ପଙ୍କୁ ଝଟକା, ମାରିଆଙ୍କୁ ମିଳିଲା ନୋବେଲ ଶାନ୍ତି

ଆଜି ଘୋଷଣା ହେଲା ଶାନ୍ତି ନୋବେଲ ପୁରସ୍କାର ବିଜେତା । ଟ୍ରମ୍ପଙ୍କୁ ବଡ଼ ଝଟକା । ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଲାନି ଏହି ପୁରସ୍କାର । ଶାନ୍ତି ପୁରସ୍କାର ପାଇଁ ଦାବି କରୁଥିଲେ ଟ୍ରମ୍ପ । କିନ୍ତୁ ଚଳିତ ବର୍ଷର ନୋବେଲ ଶାନ୍ତି…

କାବୁଲରେ ଦୂତାବାସ ଖୋଲିବ ଭାରତ: ଜୟଶଙ୍କର

ନୂଆଦିଲ୍ଲୀ : ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମିର ଖାନ ମୁତାକି ଭାରତ ଗସ୍ତରେ ରହିଛନ୍ତି । ଏହି ଗସ୍ତରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ବୈଠକ କରିଛନ୍ତି । ଏହି ବୈଠକ ଆଫଗାନିସ୍ତାନରେ ଅଶରଫ ଗନି ସରକାର…

ଭାରତ ଗସ୍ତରେ ତାଲିବାନ ବିଦେଶ ମନ୍ତ୍ରୀ, କାବୁଲ ଉପରେ ଏୟାରଷ୍ଟ୍ରାଇକ୍ କଲା ପାକିସ୍ତାନ

ଆଫଗାନିସ୍ତାନ : ଆଫଗାନିସ୍ତାନର ରାଜଧାନୀ କାବୁଲ ସହିତ ୩ଟି ସହର ଉପରେ ଏୟାରଷ୍ଟ୍ରାଇକ୍ । ତାଲିବାନର ବିଦେଶ ମନ୍ତ୍ରୀ ଅମିର ଖାନ ମୁତାକି ଭାରତ ଗସ୍ତ କରିଥିବା ବେଳେ ପାକିସ୍ତାନ କାବୁଲ ଉପରେ ଆକ୍ରମଣ କରିଛି । ରିପୋର୍ଟ ଅନୁସାରେ, ଅବଦୁଲ୍…

ଅଯୋଧ୍ୟାରେ ବାଣ ବିସ୍ଫୋରଣ : ୮ ମୃତ

ଅଯୋଧ୍ୟା : ଅଯୋଧ୍ୟାର ଭଦରସା-ଭରତକୁଣ୍ଡ ନଗର ପଞ୍ଚାୟତରେ ବଡ଼ ଅଘଟଣ ଘଟିଛି । ଅଯୋଧ୍ୟାର ମହାରାଣା ପ୍ରତାପ ବାର୍ଡ ସ୍ଥିତ ପଗଲାଭାରୀ ଗାଁରେ ଗୁରୁବାର ସନ୍ଧ୍ୟାରେ ଭୀଷଣ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣ ଶିଶୁଙ୍କ ସମେତ ୫…

ପାକିସ୍ତାନକୁ ଆମେରିକା ଦେବନି AIM-120 ମିସାଇଲ

ଆମେରିକା : ପାକିସ୍ତାନକୁ ବଡ଼ ଝଟକା । ଅତ୍ୟାଧୁନିକ ଏୟାର ଟୁ ଏୟାର ମିସାଇଲ ଦେବନି ଆମେରିକା । ଆମେରିକା ଦୂତାବାସ ପକ୍ଷରୁ ପାକିସ୍ତାନକୁ ମିସାଇଲ ଦିଆଯିବା ନେଇ କୌଣସି ଯୋଜନା ନଥିବା ସ୍ପଷ୍ଟ କରାଯାଇଛି । ପାକକୁ AIM ମିସାଇଲ…

ଫିଲିପାଇନ୍ସରେ ଭୂମିକମ୍ପ: ତୀବ୍ରତା ୭.୩, ସୁନାମି ଆର୍ଲଟ

ଫିଲିପାଇନ୍ସ: ଶୁକ୍ରବାର ସକାଳେ ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୭.୩ ଥିଲା । କର୍ତ୍ତୃପକ୍ଷ ସୁନାମି ଚେତାବନୀ ଜାରି କରିଛନ୍ତି ଏବଂ ନାଗରିକମାନଙ୍କୁ ପରବର୍ତ୍ତୀ ଝଟକା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି ।…