କଟକରେ ଜୁଆ ଆଡ୍ଡାର ଖୁଲମଖୁଲା କାରବାର: ପୋଲିସ ନୀରବ, ସ୍ପେଶାଲ ସ୍କ୍ୱାର୍ଡ ଅନ୍ଧାରରେ ବାଡ଼ି ବୁଲାଉଛି
କଟକ, : ପବିତ୍ର ମହାନଦୀ କୂଳରେ ଅବସ୍ଥିତ କଟକ ସହରରେ ଏବେ ବେଆଇନ ଜୁଆ କାରବାର ବୃଦ୍ଧି ପାଇବାରେ ଲାଗିଛି, ଯାହା ସହରର ସାମାଜିକ ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ବିଶେଷ କରି କଟକର ଜନଗହଳିପୂର୍ଣ୍ଣ ମହତାବ…
