ଭାରତୀୟ ପାଳିଲେ ଦୀପାବଳୀ, ପାକିସ୍ତାନରେ ବୃଦ୍ଧି ପାଇଲା ବାୟୁ ପ୍ରଦୁଷଣ
ନୂଆଦିଲ୍ଲୀ: ଭାରତରେ ଦୀପାବଳି ପାଳନ ପରେ ବାୟୁ ପ୍ରଦୁଷଣ ହୋଇଥିଲା । ବାୟୁର ଗତି ଉତ୍ତରପଶ୍ଚିମ ଦିଗରେ ଥିବା ଯୋଗୁଁ ପାକିସ୍ତାନର ବିଭିନ୍ନ ସହରରେ ବାୟୁପ୍ରଦୁଷଣ ବୃଦ୍ଧି ପାଇଛି । ଲାହୋରରେ ଧୂଆଁ ଭର୍ତ୍ତି ହୋଇଯିବା ଯୋଗୁଁ ଶ୍ୱାସ ଗ୍ରହଣରେ କଷ୍ଟ…
