ପାକିସ୍ତାନକୁ ଆମେରିକା ଦେବନି AIM-120 ମିସାଇଲ

ଆମେରିକା : ପାକିସ୍ତାନକୁ ବଡ଼ ଝଟକା ।  ଅତ୍ୟାଧୁନିକ ଏୟାର ଟୁ ଏୟାର ମିସାଇଲ ଦେବନି ଆମେରିକା । ଆମେରିକା ଦୂତାବାସ ପକ୍ଷରୁ ପାକିସ୍ତାନକୁ  ମିସାଇଲ ଦିଆଯିବା ନେଇ କୌଣସି ଯୋଜନା ନଥିବା ସ୍ପଷ୍ଟ କରାଯାଇଛି ।  ପାକକୁ AIM ମିସାଇଲ ଦେବା…

ଫିଲିପାଇନ୍ସରେ ଭୂମିକମ୍ପ: ତୀବ୍ରତା ୭.୩, ସୁନାମି ଆର୍ଲଟ

ଫିଲିପାଇନ୍ସ: ଶୁକ୍ରବାର ସକାଳେ ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୭.୩ ଥିଲା । କର୍ତ୍ତୃପକ୍ଷ ସୁନାମି ଚେତାବନୀ ଜାରି କରିଛନ୍ତି ଏବଂ ନାଗରିକମାନଙ୍କୁ ପରବର୍ତ୍ତୀ ଝଟକା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ,…

ଓଡ଼ିଶା ହେବ ଅଣ୍ଡା ଉତ୍ପାଦନର ଶକ୍ତି କେନ୍ଦ୍ର: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର: ଭରପୁର ପୋଷଣ ଥିବା ଖାଦ୍ୟ ହେଉଛି ଅଣ୍ଡା । ଏହା ଏକ ସମ୍ପୂର୍ଣ୍ଣ ଖାଦ୍ୟ । ସବୁଠାରୁ କମ ମୂଲ୍ୟରେ ମିଳୁଥିବା ଏହି ପ୍ରାଣୀଜ ଖାଦ୍ୟ ହେଉଛି ଶିଶୁଙ୍କ ଉତ୍ତମ ସ୍ଵାସ୍ଥ୍ୟର ଆଧାର ଓ ଗ୍ରାମୀଣ ଅର୍ଥନୀତିର ଉତ୍ସ ।…

ଇ-ଚାଲାଣ ୫୦% କୋହଳ କଲେ ସରକାର

ଭୁବନେଶ୍ବର: ଗାଡ଼ି ଚାଳନା ସମୟରେ ଆଇନ ଉଲ୍ଲଂଘନକାରୀଙ୍କ ପାଇଁ କଟାଯାଉଥିବା ଇ-ଚାଲାଣରେ କୋହଳ କରିଛନ୍ତି ରାଜ୍ୟ ସରକାର। ଇ-ଚାଲାଣରେ ସରକାର ଲାଗୁ କରୁଥିବା ଜରିମାନାରେ ୫୦ ପ୍ରତିଶତ କୋହଳ କରାଯାଇଛି। ଅର୍ଥାତ ଯେତିକି ପରିମାଣର ଇ-ଚାଲାଣ କଟିଛି ତାହାର ଅଧା ଅର୍ଥ ଫାଇନ…

ବାଲିଯାତ୍ରା ଉପର ପଡିଆରେ ସ୍ଥାନ ପାଇବ ସାଂସ୍କୃତିକ ଐତିହ୍ୟ

କଟକ: ଆସନ୍ତା ନଭେମ୍ବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଐତିହାସିକ କଟକ ବାଲିଯାତ୍ରା-୨୦୨୫ରେ ଉପର ପଡିଆରେ କଟକ ସାଂସ୍କୃତିକ ଐତିହ୍ୟକୁ ସ୍ଥାନ ଦିଆଯିବ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ଗ୍ରହଣ କରାଯାଇଛି। ବିଶେଷକରି…

ନୂଆପଡା ଉପନିର୍ବାଚନ ପାଇଁ ପୁଲିସ-ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ

ନୂଆପଡା: ଭାରତ ନିର୍ବାଚନ କମିଶନ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହିତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହି  ସମୟରେ ନିଜ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ …

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ୨ ପୌର ଅଧିକାରୀ

ଜଳେଶ୍ଵର: ଲାଞ୍ଚ ନେଇ ଧରାପଡ଼ିଛନ୍ତି ଜଳେଶ୍ଵର ପୌର ପରିଷଦର ଦୁଇ ଜଣ ଅଧିକାରୀ। ସେମାନେ ହେଲେ ସହକାରୀ ପରିମଳ ତଥା ଏମଆଇଏସ ସଂଯୋଜକ ବ୍ରଜ ଗୋପାଳ ଘୋଷ ଏବଂ ପରିମଳ ବିଶେଷଜ୍ଞ ରତିକାନ୍ତ ପାତ୍ର। ବକେୟା ବିଲ୍‌ କ୍ଲିୟର କରିବା ଲାଗି…

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ: ୯ ଜଣିଆ ଗ୍ୟାଙ୍ଗକୁ ଧରିଲା ପୁଲିସ

କେନ୍ଦୁଝର: ଏକ ବ୍ୟାଙ୍କରେ ଡକାୟତି ଯୋଜନାକୁ ପଣ୍ଡ କରିଛି କେନ୍ଦୁଝର ଟାଉନ ଥାନା ପୁଲିସ। ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଡକାୟତି କରିବା ଲାଗି ଗ୍ୟାଙ୍ଗ ସଦସ୍ୟମାନେ ଯୋଜନା କରୁଥିବା ସମୟରେ ପୁଲିସ ଚଢ଼ାଉ କରି ୯ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ…

ଦିଲ୍ଲୀରୁ ଫେରିଲେ ନବୀନ, ଖୁବଶୀଘ୍ର ନୂଆପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ

ଭୁବନେଶ୍ୱର : ଓଡ଼ିଶା ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଯାଇଥିଲେ ନବୀନ।  ଦିଲ୍ଲୀରେ ୩୨ ଦିନ ରହିବା ପରେ ଓଡ଼ିଶା ଫେରିଛନ୍ତି ।  ବିଭିନ୍ନ ସାମାଜିକ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ…

୨୦ ହଜାର ଟଙ୍କା ଲାଞ୍ଚ ନେଇ ମହାକାଳପଡ଼ା ତହସିଲଦାର ଗିରଫ

ମହାକାଳପଡ଼ା : ମହାକାଳପଡ଼ା ତହସିଲଦାର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରିଫ କଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ୍ ଶିବ ମଲ୍ଲିକକୁ ଗିରଫ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ଟି ବିଲଡିଂ, ୭ ଦାମୀ…