ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତି, ବଣିକ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ

ଭୁବନେଶ୍ୱର : ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବଣିକ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ । OPRB ଚାକିରି ଦୁର୍ନିତି କେଳେଙ୍କାରି ନେଇ ମାରିଲେ ଛାପା ।  କ୍ରାଇମବ୍ରାଞ୍ଚର CB CID ଟିମ୍ ପହଂଚି କରିଛନ୍ତି ତନାଘନା‌ । …

ହାଇକୋର୍ଟ ଦେଲେ ଅନୁମତି, ଉପର ପଡିଆରେ ହେବ ବାଲିଯାତ୍ରା

କଟକ : ଉପର ପଡିଆରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା। ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ ।  ଉଭୟ ପଡ଼ିଆରେ ଗାଇଡ଼ଲାଇନ ଭିତ୍ତିରେ ହେବ ବାଲିଯାତ୍ରା। ଓଡିଶା ହାଇକୋର୍ଟ ଏ ନେଇ ଦେଲେ ଅନୁମତି। ହାଇକୋର୍ଟରେ ଆଜି ଜିଲ୍ଲା…

ବଜ୍ରପାତରେ ଜଳିଗଲା ଲିଙ୍ଗରାଜ ମନ୍ଦିର ପତାକା, ଯାଞ୍ଚ ପାଇଁ ପହଞ୍ଚିଲା ASI ଟିମ୍‌

ଭୁବନେଶ୍ୱର : ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । ଖାଲି ପତାକା ନୁହେଁ ବରଂ ସିସିଟିଭି ନଷ୍ଟ ହେବା ସହ ଗର୍ଭଗୃହରେ ଲାଗିଥିବା ବଲ୍‌ବ ମଧ୍ୟ ପୋଡ଼ି ଯାଇଥିବାର ସୂଚନା ମିଳିଛି । ବୁଧବାର ହୋଇଥିବା ବର୍ଷା ଓ ବଜ୍ରପାତରେ ଏପରି…

କଟକ ଦଶହରା ଭସାଣୀ ଗୋଷ୍ଠୀ ସଂଘର୍ଷ ଘଟଣା, ଘରେ ଘରେ ଯାଞ୍ଚ କରୁଛି କମିଶନରେଟ ପୋଲିସ

କଟକ : କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା । ହାତୀପୋଖରୀ ଅଞ୍ଚଳରେ ପୋଲିସର ଯାଞ୍ଚ । ଘରେ ଘରେ ପଶି ଯାଞ୍ଚ କରୁଛି କମିଶନରେଟ ପୋଲିସ । ଓଡ଼ିଶା ପୋଲିସ ସହ କେନ୍ଦ୍ରୀୟ ଫୋର୍ସର ଖୋଳତାଡ଼ । ୨…

୧୯ ଓପିଏସ ଅଧିକାରୀଙ୍କ ବଦଳି, ଆଲୋକ କୁମାର ଜେନା ହେଲେ ବ୍ରହ୍ମପୁର ଅତିରିକ୍ତ ଏସପି

ଭୁବନେଶ୍ୱର :  ୧୯ ଓପିଏସ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି କଲେ ସରକାର । ବ୍ରହ୍ମପୁର ଅତିରିକ୍ତ ଏସ୍ ପି ସୀମା ସ୍ବାଇଁଙ୍କ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆଲୋକ କୁମାର ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସପିଙ୍କୁ  ଦାୟିତ୍ବ ଦିଆଯାଇଛି ।…

ଏବେ ଗୋଟେ କ୍ଲିକରେ ବୁକ୍ କରିପାରିବେ ଟ୍ରେନ ଟିକେଟ୍

ଭୁବନେଶ୍ୱର : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଡିଜିଟାଲ ଟିକେଟିଂରେ ଅପୂର୍ବ ବୃଦ୍ଧି ଦେଖିଛି । ଇ-ଟିକେଟିଂ, ଅଟୋମାଟିକ ଟିକେଟ୍ ଭେଣ୍ଡିଂ ମେସିନ୍‌ (ଏଟିଭିଏମ) ଓ ମୋବାଇଲ୍ ଆଧାରିତ ୟୁଟିଏସ (ଅଣସଂରକ୍ଷିତ) ଟିକେଟିଂ…

ବାଇକ୍ ସୋରୁମ୍‌ରେ ଲାଗିଲା ନିଆଁ : ଜଳିଗଲା ୩୦ ବାଇକ୍‌

ଗୋପ : ବ୍ୟାଟେରୀ ଚାଳିତ ଗାଡ଼ି ସୋରୁମରେ ଘଟିଲା ଅଗ୍ନିକାଣ୍ଡ। ଜଳିଗଲା ପ୍ରାୟ ୨୦ରୁ ଅଧିକ ବ୍ୟାଟେରୀ ଚାଳିତ ମଟର ସାଇକେଲ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ୍ତ କରିଲା ବେଳେକୁ ଜଳି ଯାଇଥିଲା ସମସ୍ତ ଗାଡ଼ି । ଆଜି…

ରାଜଧାନୀକୁ ରେଡ୍ ଆଲର୍ଟ, ଆହୁରି ୫ ଦିନ ନାହିଁ ବର୍ଷାରୁ ନିସ୍ତାର…!

ଭୁବନେଶ୍ବର: ଗୋଟେପଟେ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ଭୁବନେଶ୍ୱରକୁ ଘାଇଲା କରିଛି ଘଣ୍ଟାଏ କାଳର ବର୍ଷା । ପ୍ରବଳ ବର୍ଷା ପରେ ବେହାଲ ହୋଇଛି ରାଜଧାନୀ । ରାସ୍ତାରେ ପାଣି, ଘରେ ପାଣି ପଶି ଜୀବନ…

ବିଦ୍ୟୁତ ପ୍ଲାଣ୍ଟରେ ଖସିପଡିଲା ଲିଫ୍ଟ : ୪ ମୃତ

ଛତିଶଗଡ: ଛତିଶଗଡରେ ଏକ ବଡ ଅଘଟଣ ଘଟିଛି । ଶକ୍ତି ଜିଲାରେ ଥିବା ଏକ ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଲିଫ୍ଟ ଖସିପଡିବାରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ ସୂଚନା…

୯୩ ତମ ବାୟୁସେନା ପ୍ରତିଷ୍ଠା ଦିବସ: ହିଣ୍ଡନ୍‍ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ସେନାର ପ୍ରଥମ କର୍ତ୍ତବ୍ୟ । ଏନେଇ ଗାଜିଆବାସ ହିଣ୍ଡନ୍‍ ଏୟାରବେସରେ…