ବନ୍ଦ ପଡିଥିବା ଖଣି ଚାଲୁ କରିବା ଲାଗି ଭାରତକୁ ପ୍ରସ୍ତାବ ଦେଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଭାରତରେ ଅନେକ ସମୟ ଧରି ବନ୍ଦ ପଡିଥିବା ଖଣିକୁ ପୁଣି ଖୋଲିବା ଏବଂ ଚାଲୁ ରଖିବା ପାଇଁ ପ୍ରସ୍ତାବ ଦେଇଛି। ଏହା ଫଳରେ ନିବେଶ ମିଳିବା ସହିତ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ। ତେବେ ଭାରତୀୟ ଉଦ୍ୟେଗ ଲିଡରଙ୍କ…

ଘାଟିରୁ ଖସିଲା ବସ୍‌: ୫ମୃତ

ଉତ୍ତରାଖଣ୍ଡ: ଆଜି ସକାଳୁ ଉତ୍ତରାଖଣ୍ଡରେ ଏକ ବଡ ଦୁର୍ଘଟଣା ଘଟିଛି । ତେହରି ଜିଲାରେ ଏକ ବସ୍‌ ୭୦ଫୁଟ ତଳ ଗଭୀର ଘାଟିକୁ ଖସିପଡିଛି । ବସରେ ପ୍ରାୟ ୩୦-୩୫ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଇଣ୍ଡିଆ ଗେଟ୍‌ ଆଗରେ ବିକ୍ଷୋଭ: କାର୍ଯ୍ୟାନୁଷ୍ଠାନ ନେଲା ପୁଲିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଏନସିଆରରେ ପ୍ରଦୂଷଣ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ଏହାର ଜବାବରେ କିଛି ଲୋକ ଇଣ୍ଡିଆ ଗେଟରେ ପ୍ରତିବାଦ କରିଛନ୍ତି । ପ୍ରଦର୍ଶନକାରୀମାନେ ନିକଟରେ ନିହତ ମାଓବାଦୀ ହିଡମାଙ୍କ ସମର୍ଥନରେ…

ହସିନାଙ୍କ ପ୍ରତ୍ୟର୍ପଣ ଦାବିରେ ବାଂଲାଦେଶରେ ବିକ୍ଷୋଭ

ଢାକା: ଗଣହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ତେବେ ହସିନା ବର୍ତ୍ତମାନ ଭାରତରେ ଅବସ୍ଥାନ କରୁଥିବାରୁ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା ସମ୍ଭବ ହୋଇପାରୁୁନାହିଁ। ଏହି ପରିପ୍ରେକ୍ଷୀରେ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ କେନ୍ଦ୍ରକରି…

ବଦଳିପାରେ ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାର ରୂପରେଖ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଆନ୍ତର୍ଜାତିକ ସୀମାର ରୂପରେଖ ଭବିଷ୍ୟତରେ ବଦଳିବା ସହ ସିନ୍ଧ ପ୍ରଦେଶ ଭାରତକୁ ଫେରିପାରେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ରବିବାର ନୂଆଦିଲ୍ଲୀରେ ଆୟୋଜିତ ସିନ୍ଧ ସଂପ୍ରଦାୟର ସମ୍ମେଳନରେ ଯୋଗଦେଇ ରାଜନାଥ…

ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରମୁଖ ରାସ୍ତାରେ କମିଶନରେଟ୍ ପୋଲିସର ପାର୍କିଂ କଟକଣା

ଭୁବନେଶ୍ୱର:  ଟ୍ରାଫିକ୍ ଭିଡ଼କୁ ଦୂର କରିବା ପାଇଁ, କମିଶନରେଟ୍ ପୋଲିସ ରାଜଧାନୀ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ପାର୍କିଂ କଟକଣା ଲାଗୁ କରିଛି ।  ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ଦ୍ୱାରା ଜାରି କରାଯାଇଥିବା…

ବସ୍ ଦୁର୍ଘଟଣା: ୬ ମୃତ, ୨୮ ଗୁରୁତର

ତାମିଲନାଡୁ : ତାମିଲନାଡୁର ତେନକାସୀ ଜିଲ୍ଲାରେ ବସ୍ ଦୁର୍ଘଟଣା । ଦୁଇଟି ବସ୍ ପରସ୍ପର ସହିତ ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।…

ସୁପ୍ରିମ କୋର୍ଟର ଚିଫ୍ ଜଷ୍ଟିସ ଭାବେ ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ : ଆଜି ଶପଥ ନେଲେ ନୂଆ CJI । ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ । ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ମହାମହିମ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…

ପାକିସ୍ତାନର ପେଶାୱରରେ ଆତଙ୍କୀ ଆକ୍ରମଣ, ୩ ମୃତ

ପାକିସ୍ତାନ : ପାକିସ୍ତାନ ପେଶାୱରରେ ଆକ୍ରମଣ । ପାକିସ୍ତାନର ଅର୍ଦ୍ଧ ସାମରିକ ବାହିନୀ ‘ଫ୍ରଣ୍ଟିଅର କର୍ପସ’ ର ମୁଖ୍ୟାଳୟ ଉପରେ ଆକ୍ରମଣ । ବିସ୍ଫୋରଣ ପରେ ଗୁଳିମାଡ଼ ହୋଇଛି । ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ପରେ ଜୋରଦାର ଗୁଳିମାଡ଼ ହୋଇଛି । ବିସ୍ଫୋରଣକୁ…

ପରଲୋକରେ ଧର୍ମେନ୍ଦ୍ର: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି । ୮୯ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ…