ଓରାକଲ୍ରେ ପୁଣି ଛଟେଇ; ଏଆଇ ପାଇଁ ବଢ଼ୁଥିବା ଖର୍ଚ୍ଚ ମଧ୍ୟରେ କର୍ମଚାରୀଙ୍କୁ ବିଦା
ନୂଆଦିଲ୍ଲୀ: ଆମେରିକୀୟ ପ୍ରଯୁକ୍ତି କମ୍ପାନି ଓରାକଲ୍ରେ ପୁଣି ବଡ଼ ଧରଣର କର୍ମଚାରୀ ଛଟେଇ ଆରମ୍ଭ ହୋଇଛି। ସୋମବାର ସକାଳ ପ୍ରାୟ ୬ଟାରେ କିଛି କର୍ମଚାରୀଙ୍କୁ ଏକ ଇ-ମେଲ୍ ମିଳିଥିଲା। ଇ-ମେଲ୍ରେ ସେମାନଙ୍କୁ କୁହାଯାଇଥିଲା, ‘ଆଜି ଆପଣଙ୍କ ଶେଷ କାର୍ଯ୍ୟଦିବସ।’ ଏହା ପୂର୍ବରୁ…