2026

ସେୟାର ମାର୍କେଟ ଇନଭେଷ୍ଟମେଣ୍ଟ ଆଳରେ ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ନିଫ୍ଟି ଓ ସେୟାର ମାର୍କେଟ ଇନଭେଷ୍ଟମେଣ୍ଟ ଆଳରେ ଠକାମୀ । ଓ୍ବେଷ୍ଟ ଦିଲ୍ଲୀ ଦ୍ୱାରକାରୁ ସାଇବର ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ୍। ଅଜଣା ହ୍ଵାଟସଆପ୍ ଗ୍ରୁପରେ ପ୍ରଭାବଶାଳୀ ଲୋକଙ୍କୁ ଆଡ୍ କରି ଦେଉଥିଲେ। ସେୟାର ବଜାର…

ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ, ମେ ଶେଷ ସପ୍ତାହ ସୁଦ୍ଧା ପହଞ୍ଚିପାରେ ଦକ୍ଷିଣପଶ୍ଚିମ ସୌସୁମୀ ବାୟୁ 

ଭୁବନେଶ୍ୱର : ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ । ମେ ଶେଷ ସପ୍ତାହ ଆଡକୁ ପହଞ୍ଚିପାରେ ଦକ୍ଷିଣପଶ୍ଚିମ ସୌସୁମୀ ବାୟୁ । ଏହା ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ୟୁରୋପିଆନ ସେଣ୍ଟର ଫର୍ ମିଡିୟମ…

ଖରା ଛୁଟିରେ ଅନଲାଇନ୍ କ୍ଲାସ୍ ପାଇଁ ରୋଡ୍ ମ୍ୟାପ୍ , DEOମାନଙ୍କୁ ନେଇ OSCPCR ର କର୍ମଶାଳା

ଭୁବନେଶ୍ୱେର : ଖରା ଛୁଟି ଘୋଷଣା ହେଲା । ଚାଲିବ ଅନଲାଇନ କ୍ଲାସ । ଅନଲାଇନ କ୍ଲାସ୍ ବେଳେ ପିଲା କିପରି ସୁରକ୍ଷିତ ରହିବେ ଏବଂ ଇଣ୍ଟରନେଟ ଜରିଆରେ ଅପରାଧର ଶିକାର ନହେବେ ତାକୁ ନେଇ ଆରମ୍ଭ ହୋଇଛି କର୍ମଶାଳ ।…

ଅଂଶୁଘାତରେ ସାମ୍ବାଦିକଙ୍କ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ: ଅଂଶୁଘାତରେ କାର୍ଯ୍ୟରତ ସାମ୍ବାଦିକ ଅମରେନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେରିଛି । ପ୍ରବଳ ଖରା ଓ ଗୁଳିଗୁଳି ଯୋଗୁ ସମ୍ବାଦ ସଂଗ୍ରହ କରି ଘରକୁ ଫେରି ଅସୁସ୍ଥ ଅନୁଭବ କରିଥିଲେ , ପରିବାର ଲୋକେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ…

ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି; ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ଛୁଟି । ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି । ପିଲାମାନଙ୍କ ସୁରକ୍ଷାକୁ…

ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ: ଯୁବକ ଗିରଫ

ରେଢ଼ାଖୋଲ : ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ । ରେଢ଼ାଖୋଲ ଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।…

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଜୀବନ ହାରିଲେ ଯୁବକ !

ଢ଼େଙ୍କାନାଳ: ଗିରଫ ଭୟରେ ଝୁଲିପଡ଼ିଲେ ଯୁବକ। ବାପା – ମାଆଙ୍କୁ ଉଠାଇନେଲା ପୋଲିସ । ଜୀବନ ହାରିଲେ ପୁଅ । ଢ଼େଙ୍କାନାଳ ମୋଟଙ୍ଗା ଥାନା ନୀମିଧା ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ବେଣୁପାଣି ସାହୁ…

ହାତୀ ଘଉଡ଼ାଇଵାକୁ ଆସିଥିବା ବନ ଅଧିକାରୀଙ୍କୁ ଆକ୍ରମଣ

ମୟୂରଭଞ୍ଜ: ବନକର୍ମଚାରୀଙ୍କୁ ନିସ୍ତୁକ ମାଡ, ଭାଙ୍ଗିଲେ ଗାଡ଼ି । ଦନ୍ତାହାତୀ ଭାଙ୍ଗିଲା ଘର, ରାଗରେ ସ୍ଥାନୀୟ ଲୋକେ ହାତୀକୁ ଟ୍ରାକ କରୁଥିବା ବନବିଭାଗ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଏହାସହ ବନ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ଗାଁଲୋକ। ମୟୂରଭଞ୍ଜ ଡୁକୁରା ବନାଞ୍ଚଳ…

ପଶ୍ଚିମବଙ୍ଗରେ ବିଜେପି ପୋଲିଂ ଏଜେଣ୍ଟଙ୍କୁ ଟିଏମସିର ଆକ୍ରମଣ

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ଆଜି ଅନେକ ହିଂସା ଦେଖିବାକୁ ମିଳିଛି। ଜଣେ ବିଜେପି ପ୍ରାଥୀଙ୍କ ପୋଲିଂ ଏଜେଣ୍ଟଙ୍କୁ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଚଞ୍ଚଳ ବିଧାନସଭା ବିଜେପି ପ୍ରାର୍ଥୀ ରତନ ଦାସଙ୍କ ପୋଲିଂ ଏଜେଣ୍ଟ…

ଭାରତ ସମେତ ସମଗ୍ର ବିଶ୍ବରେ ବନ୍ଦ ହେବ ଇଣ୍ଟରନେଟ୍ ?

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଥମିବାର ନାଁ ଧରୁନି। ଦିନକୁ ଦିନ ଏହି ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଯୁଦ୍ଧ ଏକ ଭୟଙ୍କର ମୋଡ଼ରେ ପହଞ୍ଚିଛି। ଇରାନୀ ଗଣମାଧ୍ୟମ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ସୂଚିତ…