ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ରେ ରହିଲା ମାତ୍ର ୪ ଗାଡ଼ି
ଭୁବନେଶ୍ଵର:ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଯୋଗୁଁ ସମଗ୍ର ବିଶ୍ବ ତୈଳ ସଂଙ୍କଟ ନେଇ ଚିନ୍ତାରେ ପଡିଛନ୍ତି। ଏହାରି ଭିତରୁ ବାଦ ପଡିନାହିଁ ଭାରତ। ଭାରତରେ ଦିନକୁ ଦିନ ତୈଳ ସଂଙ୍କଟ ଦେଖାଦେଉଥିବାରୁ ଚିନ୍ତାରେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ…
