June 2026

ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ପାଠ୍ୟ ପୁସ୍ତକରେ ମାଳମାଳ ଭୁଲ, ରହିଛି ୧୬୭୮ ବନାନଗତ ଭୁଲ

ଭୁବନେଶ୍ୱର : ଭୁଲ୍ ପଢୁଛନ୍ତି ଆଉ ଭୁଲ ଦେଖୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ପାଠ୍ୟ ପୁସ୍ତକରେ ମାଳମାଳ ଭୁଲ । ବହିରେ ରହିଛି ୧୬୭୮ ବନାନଗତ ଭୁଲ । ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ…

ବିକାଶ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜିର ବିକାଶ ପ୍ରତି ଅବହେଳା ପ୍ରତିବାଦରେ କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ। ବିଭିନ୍ନ ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ। ଇଞ୍ଜିନିୟରିଂ କଲେଜ,କୃଷି କଲେଜ, ନର୍ସିଂ କଲେଜ ଏବଂ ଶିଳ୍ପାୟନ ପ୍ରତିଷ୍ଠା ଦାବି କରିବା…

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ସୋସିଆଲ ମିଡିଆ ବ୍ୟବହାର କରିବେନି ୧୬ ବର୍ଷରୁ କମ ବୟସର ପିଲା

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ପିଲାମାନଙ୍କ ମାନସିକ ଏବଂ ସାମାଜିକ ସୁସ୍ଥତା ସମ୍ପର୍କକୁ ଧ୍ୟାନରେ ରଖି ୟୁକେ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଘୋଷଣା କରିଛନ୍ତି ଯେ,…

ଏନ୍‌ସିପିଆଇରେ ବିଲୟ ହେଲେ ୨୦ ଟିଏମ୍‌ସି ସାଂସଦ,ଏନ୍‌ଡିଏକୁ ସମର୍ଥନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖିଆ ମମତା ବାନାର୍ଜୀଙ୍କ ଦଳର ଦୁଇ ତୃତୀୟାଂଶ ବିଦ୍ରୋହୀ ସାଂସଦ ଦିଲ୍ଲୀରେ ବଡ଼ ଖେଳ କରିଛନ୍ତି। ଟିଏମସିର ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ତ୍ରିପୁରାର ଆଞ୍ଚଳିକ ଦଳ…

TMC ନେତା କୁନାଲ ଘୋଷଙ୍କୁ ଅଣ୍ଡା ମାଡ

କୋଲକତା : ବର୍ତ୍ତମାନର ବଡ ଖବର କଲିକତାରୁ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗର ପୂର୍ବତନ ମୂଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଘର ସାମ୍ମନାରେ ଟିଏମସି ନେତା କୁନାଲ ଘୋଷଙ୍କ ଉପରେ ଅଣ୍ଡା ମାଡ ହୋଇଛି । ସ୍ଥାନୀୟ କିଛି…

କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଆକ୍ରମଣ

ଜୟପୁର : ରାଜସ୍ଥାନ ଜୟପୁରରେ ଏକ ପ୍ରତିବାଦ ସମୟରେ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଜଣେ ଯୁବକ ଚାପୁଡ଼ା ମାରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜୟପୁରରେ ଚାଲିଥିବା ପ୍ରତିବାଦ…

ପାକିସ୍ତାନ ଏୟାରଫୋର୍ସର ଟ୍ରେନି ବିମାନ କ୍ରାସ୍, ଚାଲିଗଲା ୨ ପାଇଲଟଙ୍କ ଜୀବନ

ନୂଆଦିଲ୍ଲୀ : ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ପାକିସ୍ତାନ ବାୟୁସେନାର ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ନିୟମିତ ସାମରିକ ଅଭ୍ୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ଦୁଇ ପାଇଲଟ୍…

ପରିବାର ଓ ପୋଲିସ ଉପସ୍ଥିତିରେ ପ୍ରେମିକାର ଗଳା କାଟି ହତ୍ୟା କଲା ପ୍ରେମିକ

ମଧ୍ୟପ୍ରଦେଶ : ବନ୍ଦ କୋଠରୀର ଅନ୍ଧାର ରାତିରେ ଘଟିଗଲା ବୀଭତ୍ସ ଓ ଲୋମ ଟାଙ୍କୁରା କାହାଣୀ । ଗୁଜରାଟ ଗାନ୍ଧୀନଗର ନ୍ୟାସନାଲ ହାଇୱେ ସ୍ଥିତ ଏକ ହୋଟେଲରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ପୋଲିସ ଏବଂ ପରିବାର ଲୋକ ଉପସ୍ଥିତିରେ…

ମଝି ଆକାଶରେ ଧକ୍କା ହେଲା ଦୁଇ ହେଲିକପ୍ଟର, ୬ ମୃତ

ବ୍ରାଜିଲ : ବ୍ରାଜିଲର ରିଓ ଡି ଜେନେରିଓରେ ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା । ହେଲିକପ୍ଟର ଦୁଇଟି ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି…

ଆମେରିକା-ଇରାନ ମଧ୍ୟରେ ଚୁକ୍ତି ଘୋଷଣା, କମୁଛି ଅଶୋଧିତ ତେଲ ଦର

ଆମେରିକା : ହୁ ହୁ ହୋଇ କମୁଛି ତେଲ ଦର । ଆମେରିକା ଓ ଇରାନ ମଧ୍ୟରେ ସାମରିକ ତିକ୍ତତା କମିବା ପାଇଁ ହୋଇଥିବା ଚୁକ୍ତିନାମା ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ବଡ଼ ହ୍ରାସ ରେକର୍ଡ ହୋଇଛି ।…