June 2026

ସେଲଫି ହେଲା କାଳ, କାବେରୀ ନଦୀରେ ବୁଡ଼ିଗଲେ ୫ ପର୍ଯ୍ୟଟକ

କର୍ଣ୍ଣାଟକ : କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଫଟୋ ଉଠାଉଥିବା ବେଳେ ଚାଲିଗଲା ୫ ଜୀବନ । ଏଠାରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମୁଥାଠୀରେ କାବେରୀ ନଦୀ କୂଳରେ ଛିଡ଼ା ହୋଇ ଫଟୋ ଓ ସେଲଫି ଉଠାଇବା ନଦୀ ସ୍ରୋତରେ ଭାସି…

ବାଂଲାଦେଶୀଙ୍କ ପାଇଁ ପର୍ଯ୍ୟଟନ ଭିସା ପୁନଃଆରମ୍ଭ କଲେ ଭାରତ ସରକାର

ଢାକା: ଭାରତ ସରକାର ବାଂଲାଦେଶୀ ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ପୁନଃସ୍ଥାପିତ କରିଛନ୍ତି। ବାଂଲାଦେଶରେ ଭାରତର ନୂଆ ହାଇକମିଶନର ଦିନେଶ ତ୍ରିବେଦୀ ଏହି ଘୋଷଣା କରିଛନ୍ତି। ଶେଖ୍ ହସିନା ସରକାରଙ୍କ ପତନ ପରେ ଗତ ଦୁଇ ବର୍ଷ ଧରି ଏହି ଭିସା…

ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ମକଡ୍ରିଲ

ପୁରୀ: ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ମକ ଡ୍ରିଲ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ସୁରକ୍ଷିତ ଭାବେ ଆଗାମୀ ରଥଯାତ୍ରା ଓ ସ୍ନାନଯାତ୍ରା ଶେଷ କରିବାକୁ ହୋଇଛି ମକ ଡ୍ରିଲ । ପୁରୀ ଟାଉନ ଥାନା…

ସ୍କୁଟି-ପଲସର ମୁହାମୁହିଁ ଧକ୍କା, ଦୁଇ ଯୁବକ ମୃତ

ବ୍ରହ୍ମପୁର: ଦୁର୍ଘଟଣା ନେଲା ଦୁଇ ଯୁବକଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟି – ପଲସର ମୁହାମୁହିଁ ଧକ୍କା । ଦୁଇ ଯୁବକ ମୃତ, ଜଣେ ଗୁରୁତର ହୋଇ ଦିଗପହଣ୍ଡି…

ମହାପ୍ରଭୁ ଜଗନ୍ନାଥ ଆନିମେସନ ଚଳଚ୍ଚିତ୍ରକୁ ନେଇ ଆପତ୍ତି ଉଠାଇଲେ ଗଜପତି

ଭୁବନେଶ୍ବର: ମହାପ୍ରଭୁ ଜଗନ୍ନାଥ ଆନିମେସନ ଫିଲ୍ମକୁ ନେଇ ଆପତ୍ତି ଉଠାଇଲେ ଗଜପତି ମହାରାଜା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ତିଆରି ହେଉଥିବା ଏକ ଆନିମେସନ ଚଳଚ୍ଚିତ୍ରକୁ ନେଇ ବିବାଦ ଦେଖାଦେଇଛି । ଭୁବନେଶ୍ୱରର ‘ଏଲି ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ନିର୍ମିତ…

ଷ୍ଟ୍ରିଟ୍ ଲାଇଟ୍ ପୋଲ୍ ଚୋରି ମାମଲା: ଅଭିଯୁକ୍ତଙ୍କ ଗୋଦାମ ଭାଙ୍ଗିଲା ପୋଲିସ ଓ ପ୍ରଶାସନ

ଭୁବନେଶ୍ବର: ସ୍ମାର୍ଟ ସିଟି ରାଜଧାନୀରେ ଷ୍ଟ୍ରିଟ୍ ଲାଇଟ୍ ପୋଲ ଚୋରି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଆଜି ଅଭିଯୁକ୍ତମାନଙ୍କ ଗୋଦାମ ଘରକୁ ଭାଙ୍ଗିଛି ପୋଲିସ ଓ ପ୍ରଶାସନ । ବେଆଇନ୍ ଭାବେ ଗଢ଼ିଉଠିଥିବା ଗୋଦାମ ଘରକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି । ଏଥିସହ…

ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି ଅଭିଯୋଗ, ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ

ଯାଜପୁର : ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି ଅଭିଯୋଗ ଘଟଣା ରେ ଯାଜପୁର ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି । ଆଜି ଦ୍ଵିତୀୟ ଦିନରେ ଯାଜପୁର ଜିଲ୍ଲାର ୮ ଟି ବ୍ଲକ ଅଞ୍ଚଳରେ ଭିଜିଲାନ୍ସ ବିଭାଗର ଯାଞ୍ଚ ସହ ଚଢ଼ାଉ…

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର : ଶେଷ ହେଲା ସବୁ କଳ୍ପନାଜଳ୍ପନା। ବିଜେଡିରେ ମିଶିଲେ ସୁଜାତା ଆର୍ କାର୍ତ୍ତିକେୟନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭି କେ ପାଣ୍ଡିଆନ୍ ଙ୍କ ପତ୍ନୀ ସୁଜାତା ବିଜୁ ଜନତା ଦଳରେ ଯୋଗ ଦେଲେ। ଶଙ୍ଖ ଭବନରେ ବିଜୁ…

ରଥଯାତ୍ରା, ଗୁଣ୍ଡିଚା ଓ ସୁନାବେଶରେ ଟୋଲ ଫି ଛାଡ, ପରିବହନ କମିଶନର ବଡ଼ ନିଷ୍ପତ୍ତି

ପୁରୀ : ରଥଯାତ୍ରା, ଗୁଣ୍ଡିଚା ଓ ସୁନାବେଶ ଦିନ ସମସ୍ତ ଗାଡ଼ି ପାଇଁ ଟୋଲ ଫି ଛାଡ କରାଯିବ । ଟୋଲ ଗେଏହି ଦିନମାନଙ୍କ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପାଖାପାଖି ହଜାରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରଯାଇଛି…

ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାର ତଦନ୍ତ ଶେଷ, ୭ ଦିନ ଧରି ଚାଲିଥିଲା ତନାଘନା

ଭୁବନେଶ୍ୱର : ପିଲାଙ୍କ ପାଠପଢ଼ା ବହିରେ ମାଳମାଳ ତ୍ରୁଟି ଘଟଣାରେ ତଦନ୍ତ ପାଇଁ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ୩ ଜଣିଆ କମିଟିର ଅବଧି ସରିଛି । ୭ ଦିନ ଧରି ତନାଘନା କରିବା ପରେ…