June 2026

ମୌସୁମୀ ବର୍ଷାରେ ଉବୁଡୁବୁ ମୁମ୍ବାଇ, ରେଳ ଚଳାଚଳ ଠପ୍

ମୁମ୍ବାଇ : ମୁମ୍ବାଇ ଓ ମହାରାଷ୍ଟ୍ରରେ ମୌସୁମୀର ପ୍ରଭାବ ଆରମ୍ଭ ହୋଇଛି । ଗତକାଲି ରାତିରୁ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିବାର ଦେଖିବାକୁ ମିଳିଛି । ମୁମ୍ବାଇର ପଶ୍ଚିମ ଉପନଗରରେ ୧୯୦ ମିମି ବର୍ଷା ହୋଇସାରିଛି। ଆଜି ସକାଳେ ଭାରତୀୟ ପାଣିପାଗ…

ନିର୍ମାଣାଧୀନ ତିନି ମହଲା ଗୋଦାମ ଘର ଭୁଶୁଡ଼ି ୬ ଶ୍ରମିକ ମୃତ

କଲକାତା : କଲକାତା ତାରାତାଲା ଅଞ୍ଚଳରେ ବଡ ଅଘଟଣ।ବୁଧବାର ଏକ ନିର୍ମାଣାଧୀନ ତିନି ମହଲା ଗୋଦାମ ଘର ଭୁଶୁଡ଼ି ପଡ଼ିବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ୪୦ରୁ ଅଧିକ ଲୋକ ଫସିଥିବା ଆଶଙ୍କା କରାଯାଉଛି। ଏନ୍‌ଡିଆରଏଫ, ଏସ୍‌ଡିଆରଏଫ, ପୁଲିସ୍ ଓ…

ଟଙ୍କା ପାଇଁ ପ୍ରେମିକ ସହ ମିଶି ବାପା-ମା’ ଓ ସାନ ଭଉଣୀଙ୍କୁ ହତ୍ୟା

ବେଙ୍ଗାଲୁରୁ : ଜଣେ ମହିଳା ତା’ର ପ୍ରେମିକ ସହ ମିଶି ବାପା, ମା’ ଓ ଭଉଣୀଙ୍କୁ ହତ୍ୟା କରିଛନ୍ତି। ହତ୍ୟାର ଶିକାର ବ୍ୟକ୍ତି ବିଶେଷ ହେଲେ ବେଙ୍ଗାଲୁରୁର ଆରକେ ପୁରମ୍‌ ଅଞ୍ଚଳର ସୋମାସୁନ୍ଦର (୫୫), ମୁଟ୍ଟୁଲକ୍ଷ୍ମୀ (୪୮) ଓ ତାଙ୍କ ସାନଝିଅ…

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ ଉଠାଇନେଲା ପୋଲିସ

ଜଳେଶ୍ବର: ଜଳେଶ୍ବରରୁ ଆଶିଛି ଏକ ଅଭାବନୀୟ ଘଟଣା । କୋମଳମତି ଛାତ୍ରୀଙ୍କ ବିଶ୍ୱାସ ସହ ଖେଳ ଖେଳିଲା ମାଷ୍ଟର । ଟ୍ୟୁସନ ସାର୍ ଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ । ସୁଯୋଗ ଦେଖି ଘଟାଇଥିଲେ ଜଘନ୍ୟ କାଣ୍ଡ । ଶିକ୍ଷକ ନାଁରେ କଳଙ୍କ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟରେ ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ କହିଲେ ସିଏମ…

ବିଜେଡିର ମଙ୍ଗ ଧରିପାରନ୍ତି ସୁଜାତା ରାଉତ କାର୍ତ୍ତିକେୟନ

ଭୁବନେଶ୍ୱର : ଶଙ୍ଖ ଧରିବେ କି ସୁଜାତା ରାଉତ କାର୍ତ୍ତିକେୟନ ? ଓଡ଼ିଶା ରାଜନୀତିରୁ ସାମ୍ନାକୁ ଆସୁଛି ବଡ଼ ଖବର । ବିଜେଡିରେ ସାମିଲ ହୋଇ ପାରନ୍ତି ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର । ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଜୋରଦାର…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟରଙ୍କୁ ବାନ୍ଧିଲା ଭିଜିଲାନ୍ସ

ସମ୍ବଲପୁର : ଗିରଫ ହେଲେ କୋଟିପତି ବାବୁ । ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି ଡିଭିଜନର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ତଦନ୍ତ ବେଳେ…

ହିତାଧିକାରୀଙ୍କୁ ମିଳୁନି ଚାଉଳ, ଗୋଦାମ ଆଗରେ ପଞ୍ଚାୟତବାସୀଙ୍କ ବିକ୍ଷୋଭ

ଭଦ୍ରକ: ହିତାଧିକାରୀ ମାନଙ୍କୁ ମିଳୁନି ଚାଉଳ । ଚାଉଳ ନଦେଇ ହଇରାଣ କରୁଛନ୍ତି ଡିଲର। ପ୍ରତିବାଦରେ ଭଦ୍ରକ ବ୍ଲକ ଅର୍ଣ୍ଣପାଳଦ୍ୱାରା ପଞ୍ଚାୟତ ବାସୀଙ୍କ ଡିଲରଙ୍କ ଗୋଦାମ ସମ୍ମୁଖରେ ବିକ୍ଷୋଭ ଓ ହୋହାଲ୍ଲା । ଏହି ପଞ୍ଚାୟତରେ ଜଣେ ଡିଲର ଦୀର୍ଘ ଦିନ…

ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ବୈଠକ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମୁଦ୍ର ସୀମା ହେବ ଆହୁରି ସୁରକ୍ଷିତ! । ଉପକୂଳ ସୁରକ୍ଷା ପାଇଁ ମହାମନ୍ଥନ । ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ମଲ୍ଟି ଏଜେନସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ପଲିସୀ ବୈଠକ । ଏହାକୁ ଉଦଘାଟନ କରିଛନ୍ତି…

୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ

ରାୟଗଡ଼ା: ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ ଗିରଫ । ଅବସରର ସପ୍ତାହେ ପୂର୍ବରୁ ବନ୍ଧା ହେଲେ ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ । ୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ ।…