ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ମହେଶ ଦୀକ୍ଷିତ
ନୂଆଦିଲ୍ଲୀ : IB ର ନୂଆ ନିର୍ଦ୍ଦେଶକ ମହେଶ ଦୀକ୍ଷିତ। ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ IPS ଅଧିକାରୀ ମହେଶ ଦୀକ୍ଷିତ । ଭାରତର ଅଗ୍ରଣୀ ଆଭ୍ୟନ୍ତରୀଣ ଗୁପ୍ତଚର ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋର…
