ଅର୍କେଷ୍ଟ୍ରା ଦେଖୁଥିବା ବେଳେ ଚଢିଗଲା ବସ୍, ୫ ମୃତ ଓ ଅନେକ ଆହତ
ବିହାର: ବିହାରର ପଶ୍ଚିମୀ ଚମ୍ପାରଣରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ବସ୍ ନିୟନ୍ତ୍ରଣ ହରାଇ ଅର୍କେଷ୍ଟ୍ରା ଦେଖୁଥିବା ଲୋକଙ୍କୁ ଧକ୍କା ଦେଇଥିବା ଜଣାପଡିଛି । ଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ କେତେକ ଆହତ…