August 31, 2026

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

କଟକ : ବିକ୍ରମ ପଣ୍ଡାଙ୍କୁ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ । ବ୍ରହ୍ମପୁରର ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା…

ଲାଞ୍ଚ ନେଇ ବନ୍ଧା ହେଲେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ, କ୍ୱାର୍ଟର୍ସରୁ ୭.୩ ଲକ୍ଷ ଟଙ୍କା ଜବତ

କେନ୍ଦୁଝର: ଲାଞ୍ଚ ନେଇ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଗିରଫ । ଲେବର ଲାଇସେନ୍ସ ପାଇଁ ୨୦ ହଜାର ଲାଞ୍ଚ ଅଭିଯୋଗରେ ଧରିଥିଲା ଭିଜିଲାନ୍ସ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇ…

ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ, ସତର୍କ ସୂଚନା ଜାରି କଲା ଜଳସମ୍ପଦ ବିଭାଗ

ଭୁବନେଶ୍ଵର : ସତର୍କ ସଙ୍କେତ ଉପରେ ଜଳକା, ବୈତରଣୀ । ଫୁଲୁଛି ମହାନଦୀ ଏବଂ ବ୍ରାହ୍ମଣୀ । ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି । ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିଲେ ବି ଅଧିକାଂଶ ସ୍ଥାନରେ ନଦୀଗୁଡ଼ିକ…

ନାଳକୁ ଖସି ପଡ଼ିଲା ବାଇକ, ସ୍ତ୍ରୀ ମୃତ, ବର୍ତ୍ତିଲେ ବାପ-ପୁଅ

ଯାଜପୁର: ଯାଜପୁର ଦୁଧେଇ ନାଳରେ ବାଇକ ସହ ଖସି ପଡ଼ିଲେ ଦମ୍ପତି । ଦୁର୍ଘଟଣାରେ ସ୍ତ୍ରୀ ମୃତ । ଅଳ୍ପକେ ବର୍ତ୍ତିଲେ ବାପ ଓ ୩ ବର୍ଷର ପୁଅ । ଗତକାଲି ବିଳମ୍ବିତ ରାତିରେ ଯାଜପୁର ସଦର ଥାନା ଅଧୀନ ଶିବା…

ବଡ଼ପଡ଼ା ନଦୀରେ କୁମ୍ଭୀର, ଲୋକେ ଆତଙ୍କିତ

ଜୟପୁର: ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର । ମାଲଦା ଓ ଆଖପାଖ ଅଞ୍ଚଳବାସୀ ଭୟଭୀତ। ଜୟପୁର ସଦର ବ୍ଲକ ଜୟନ୍ତୀଗିରି ପଞ୍ଚାୟତ ମାଲଦା ଗାଁ ନିକଟସ୍ଥ ବଡ଼ପଡ଼ା ନଦୀରେ କୁମ୍ଭୀର ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ପୂର୍ବାହ୍ନ ପ୍ରାୟ…

ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ

ଭୁବନେଶ୍ୱେର : ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ । କେରଳର ତିରୁବନନ୍ତପୁରମସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ ର…

ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ନିଷ୍କାସନ ନେଇ ସତର୍କତା ଜାରି

ନବରଙ୍ଗପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ଜଳ ନିଷ୍କାସନକୁ ନେଇ ଆଗୁଆ ସତର୍କତା ଜାରି କରାଯାଇଛି। ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନ ପକ୍ଷରୁ ମାଇକ୍‌ ଯୋଗେ ତଳିଆ ଅଞ୍ଚଳବାସୀଙ୍କୁ ସଚେତନ କରାଯାଉଛି। ଉପରମୁଣ୍ଡରେ ଲଗାଣ…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁ ମୃତ

କୁଚିଣ୍ଡା: ଲଗାଣ ବର୍ଷା ନେଲା ନିଷ୍ପାପ ଶିଶୁର ଜୀବନ । ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ କାନ୍ଥ ତଳେ ଚାପି ହୋଇ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗୋବିନ୍ଦପୁର ନ୍ୟୁ କଲୋନୀର ଦୁଃଖଦ ଘଟଣା…

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କସରତ ଆରମ୍ଭ: ସେପ୍ଟେମ୍ବର ୩ରୁ ଭୋଟର ସର୍ଭେ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ଭୁଲ ଏବଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟି ଗୁଡିକୁ ଦୂର କରିବା ଲକ୍ଷ୍ୟରେ ରାଜ୍ୟରେ ଏକ ବିଶେଷ ପାଇଲଟ୍…

ସେପ୍ଟେମ୍ବର ଶେଷ ସୁଦ୍ଧା ସମସ୍ତ ବିଦ୍ୟାଳୟରେ ହେବ ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା। ଶିଶୁବାଟିକା-୩ରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ବିଦ୍ୟାଳୟରେ ହେବ ପରୀକ୍ଷା। ସମେଟିଭ-୧ ପରୀକ୍ଷା ଠିକ ସମୟରେ କରିବାକୁ DEO ମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ…