October 15, 2026

ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି, ୨୬ରୁ ଘରକୁ ଘର ଭୋଟର ତାଲିକା ସର୍ଭେ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏକ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିପାଇଁ ଆସନ୍ତା…

ଗ୍ୟାସ୍ ଲିକ ହୋଇ ଅଗ୍ନିକାଣ୍ଡ ଘଟଣା: ଝିଅ ପରେ ଆଖି ବୁଜିଲେ ମାଆ

ଯାଜପୁର: ଝିଅ ପରେ ଆଖି ବୁଜିଲେ ମାଆ । ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ । ଗତ ୧୧ତାରିଖ ସକାଳେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରାବଳ ଗ୍ରାମରେ ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ ଘଟିଥିଲା । ଗ୍ରାମର ଅଭିରାମ ମଲିକଙ୍କ…

କାର୍ଯ୍ୟକ୍ଷମ ହେଲା ଅଗ୍ନିଶମ ବିଭାଗର ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଓ ହ୍ଵାଟ୍ସଆପ୍ ସେବା

ଭୁବନେଶ୍ବର: ବ୍ୟବସାୟିକ ସହଜତା ବଜାୟ ରଖିବା ପାଇଁ ଭୁବନେଶ୍ୱରସ୍ଥିତ କମାଣ୍ଡ ସେଣ୍ଟରରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। ଯେକୌଣସି ନାଗରିକ, ବ୍ୟବସାୟୀ କିମ୍ବା ଅନୁଷ୍ଠାନ ଫାୟାର୍ ସେଫ୍ଟି ସାର୍ଟିଫିକେଟ୍, ସୁପାରିଶ କିମ୍ବା ଏନ୍.ଓ.ସି. ଆବେଦନ ସମ୍ବନ୍ଧୀୟ କୌଣସି…

ଚାଉଳ ଗୋଦାମରେ ଚଢ଼ାଉ, ୪୦୦ରୁ ଅଧିକ ପ୍ୟାକେଟ୍ ନକଲି ଚାଉଳ ଜବତ

ରାଉରକେଲା: ନକଲି ଘିଅ ଏବଂ ପନିର୍ ପରେ ଏବେ ନକଲି ଚାଉଳ । ରାଉରକେଲା ପ୍ଲାଣ୍ଟସାଇଡ଼ ଥାନା ଅଞ୍ଚଳରୁ ପ୍ୟାକେଟ୍ ପ୍ୟାକେଟ୍ ଡୁପ୍ଲିକେଟ୍ ଚାଉଳ ଜବତ । ପ୍ରାୟ ୪୦୦ରୁ ଅଧିକ ନକଲି ଚାଉଳ ଭର୍ତ୍ତି ପାକେଟ ଓ ଖାଲି ପାକେଟ…

ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୁରୀ: ପୁଣି ପୁରୀରେ ହତ୍ୟାକାଣ୍ଡ । ସମଙ୍ଗ ଜଳଭଣ୍ଡାର ନିକଟ ପୋଖରୀରୁ ମୃତଦେହ ଉଦ୍ଧାର । ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ । ପୋଖରୀ ରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ କର୍ମଚାରୀ । ମୃତ ବ୍ୟକ୍ତି ବାସେଳୀ…

ଆସନ୍ତା ୧୯ ଓ ୨୦ରେ ବନ୍ଦ ରହିବ ଏମ୍‌ସ ଓପିଡି

ଭୁବନେଶ୍ୱର : ‘ଆସନ୍ତା ୧୯ ଓ ୨୦ରେ ବନ୍ଦ ରହିବ ଏମ୍‌ସ ଓପିଡି | ମହାନବମୀ’ ଓ ‘ଦଶହରା’ ଅବସରରେ ଆସନ୍ତା ୧୯ ଏବଂ ୨୦ ତାରିଖରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଡାକ୍ତରଖାନାରେ ବହିର୍ବିଭାଗ (ଓପିଡି) ସେବା…

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ କ୍ଲିନଚିଟ୍ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଆଶ୍ୱସ୍ତ । ପ୍ରତାପ ଜେନାଙ୍କୁ କ୍ଲିନଚିଟ୍ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦରୁ ସମ୍ଭବ ହୋଇଛି ବୋଲି କହିଛନ୍ତି ପ୍ରତାପ ଜେନା । ପରିବାର ଓ…

ବିବାଦ ପରେ ସ୍ପଷ୍ଟୀକରଣ ରଖିଲେ ନବନିଯୁକ୍ତ ରାଜ୍ୟପାଳ, ଏଭଳି ମନ୍ତବ୍ୟ ଦେଇ ନଥିବା କହିଲେ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ କାମ କରିବା ମନ୍ତବ୍ୟକୁ ନେଇ ସମାଲୋଚନାର ଶିକାର ହେବା ପରେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ ଗୁରୁବାର ସ୍ପଷ୍ଟୀକରଣ ରଖିଛନ୍ତି। ପଦଭାର ଗ୍ରହଣ କରିବା ପରେ ଓଡ଼ିଶାରେ ବିଜେପି ସଂଗଠନକୁ…