College student 2052868

ଭୁବନେଶ୍ୱର: ଓଡ଼ିଶା ସରକାର ବିଭିନ୍ନ କଲେଜରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଆସୋସିଏଟ ପ୍ରଫେସରଙ୍କ ତାଲିକା ପ୍ରକାଶ କରିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି କରିଛି। ଏନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହି ଅନୁସାରେ ଏମାନେ ଓଇଏସ କ୍ୟାଡର ଯାହାକି ଆସୋସିଏଟ ପ୍ରଫେସରରୁ ପ୍ରଫେସରକୁ ପଦନ୍ନୋତି ହୋଇଛି। ଏହି ପ୍ରଫେସରମାନେ ପଦନ୍ନୋତି ପରେ ଲେଭୁଲ ୧୪ ଅନୁସାରେ ଦରମା ପାଇବେ। ତେବେ ଏହି ୩୨ ଜଣଙ୍କ ମଧ୍ୟରୁ ୧୧ ଜଣ ଅବସର ଗ୍ରହଣ କରିସାରିଛନ୍ତି।

Share