Cbi raid

ଭୁବନେଶ୍ବର : ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ମାଡ଼ି ବସିଲା ସିବିଆଇ। କେନ୍ଦ୍ରୀୟ GST ବରିଷ୍ଠ ଅଧିକାରୀ ଅମର କାନ୍ତ କୁମାର ଲାଞ୍ଚ ନେବା ବେଳେ ସିବିଆଇ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି।
କେନ୍ଦ୍ରୀୟ GST ବରିଷ୍ଠ ଅଧିକାରୀ ଅମର କାନ୍ତ କୁମାର। ଜଣେ ଠିକାଦାର ଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ସିବିଆଇ। ଭୁବନେଶ୍ୱର ଓ ରାଉରକେଲା ର ସିବିଆଇ ଟିମ୍ ହୋଇଛି ସାମିଲ। ଫାଇଲ କାମ କରିଦେବେ ବୋଲି ଅଧିକାରୀ ଜଣକ ଲାଞ୍ଚ ନେଇଥିବା ବେଳେ ସିବିଆଇ ଅଧିକାରୀ ମାଡ଼ି ବସିଲେ। ତେବେ ଏନେଇ ସିବିଆଇ କିମ୍ବା ଜିଏସଟି କମିସନରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Share