ଭାଲୁଟି ମହିଳାଙ୍କ ବେକକୁ କାମୁଡ଼ିଦେବାରୁ ମହିଳାଙ୍କ ବେକରେ ଗଭୀର କ୍ଷତ ହୋଇଥିଲା। ଗୁରୁତର ଅବସ୍ଥାରେ ଶାନ୍ତିଲତାଙ୍କୁ ତାଙ୍କ ସ୍ଵାମୀ ଚନ୍ଦ୍ର ମୋହନ ନୀଳଗିରି ମେଡିକାଲ୍ କୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ସ୍ବାମୀ ଅଳ୍ପକେ ଭାଲୁ ଆକ୍ରମଣରୁ ବର୍ତ୍ତିଯାଇଛନ୍ତି।