Elephant 1 e1770736401645 300x175

ଢେଙ୍କାନାଳ : ଦଳିଦେଲା ଦନ୍ତା ୩ ମହିଳା ମୃତ ।  ଢେଙ୍କାନାଳ ସଦର ରେଞ୍ଜ କାଇମାଟି ଲୁଚାପଲି ଗାଁରେ ହାତୀ ଆକ୍ରମଣରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି ।  ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।  ୬ ଜଣ ମହିଳା କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ ।  ହଠାତ୍ ହନ୍ତା ହାତୀର ଶିକାର ହୋଇଥିଲେ ।  ମୃତ ୩ ମହିଳା ଇନ୍ଦୁ ମତି ପ୍ରଧାନ ,ତୁନୀ ବେହେରା, କୁନ୍ତଳା ପ୍ରଧାନ ବୋଲି ଜଣାପଡ଼ିଛି ।

Share