ପୋଲାଭରମ ପ୍ରକଳ୍ପ ବିରୋଧରେ ଗଣଗର୍ଜନ, ଭର୍ଚୁଆଲରେ ସମାବେଶକୁ ସମ୍ବୋଧନ କଲେ ନବୀନ
ମାଲକାନଗିରି : ପୋଲାଭରମ ପ୍ରକଳ୍ପ ବିରୋଧରେ ରଣହୁଙ୍କାର । ଆଜି ମାଲକାନଗିରିର ମୋଟୁରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଜନ ସମାବେଶ । ଏଥିରେ ଓଡ଼ିଶା ସମେତ ଆନ୍ଧ୍ର, ତେଲଙ୍ଗାନା ଓ ଛତିଶଗଡ଼ର ପ୍ରାୟ ପାଞ୍ଚ ହଜାର ଆଦିବାସୀ ସାମିଲ…
