ରୁଷ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ : ୧୨ ମୃତ, ୩୯ ଆହତ

ମସ୍କୋ:ପୁଣିଥରେ ରୁଷ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ତୀବ୍ର ହୋଇଛି। ରୁଷର ତାତାରସ୍ତାନ ଅଞ୍ଚଳର ନିଜ୍ନେକାମସ୍କ ସହରରେ ଶିଳ୍ପ ଓ ନାଗରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ୟୁକ୍ରେନ୍ ପକ୍ଷରୁ ବ୍ୟାପକ ଡ୍ରୋନ୍ ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣରେ…

ପୂର୍ବତନ JPSC ଅଧ୍ୟକ୍ଷ ଏଲ୍ ଖିଆଙ୍ଗଟେ ଗିରଫ କଲା ଝାଡ଼ଖଣ୍ଡ CID

ଝାଡଖଣ୍ଡ : ଝାଡଖଣ୍ଡ ନିଯୁକ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାରି ଭିତରେ ପୂର୍ବତନ JPSC ଅଧ୍ୟକ୍ଷ ଏଲ୍ ଖିଆଙ୍ଗଟେଙ୍କୁ ଗିରଫ କଲା ଝାଡ଼ଖଣ୍ଡ CID । ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC)ର ପୂର୍ବତନ…

ବ୍ୟାରିକେଡ୍ ଡେଇଁ ବିଧାନସଭା ପାଖରେ ପହଞ୍ଚିଲେ ଛାତ୍ର, ପାଣିମାଡ଼ ସହ ପୋଲିସ କଲା ଲାଠିଚାର୍ଜ

ଝାଡ଼ଖଣ୍ଡ : ତୀବ୍ର ହେଉଛି ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ । ପୋଲିସ – ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ରାସ୍ତାରେ ହଜାର ହଜାର ଛାତ୍ର ପୋଲିସ ବ୍ୟାରିକେଡ୍ ଡେଇଁ ବିଧାନସଭା ପାଖରେ ପହଞ୍ଚିଗଲେ । ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଘଉଡ଼ାଇବାକୁ ପ୍ରଥମେ ପାଣିମାଡ଼…

ଯୁବ ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ, ଅବସ୍ଥା ଗୁରୁତର

ଜଳେଶ୍ବର : ଯୁବ ଆଇନଜିବୀଙ୍କୁ ମାରଣାଅସ୍ତ୍ରରେ ଆକ୍ରମଣ । ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଆଜି ଅପରାହ୍ନରେ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି । ସୁଚନା ମୁତାବକ ଆଇନଜିବୀ ସିଦ୍ଧାର୍ଥ ଦାସ କୋର୍ଟରୁ କାମ ସାରି ଘରକୁ ଫେରୁଥିଲେ । ଜଳେଶ୍ବର…

ସର୍ପାଘାତରେ ଦୁଇ ମାସର ଶିଶୁ ପୁତ୍ର ମୃତ, ବାପା ଗୁରୁତର

ଦେବଗଡ: ବିଷାକ୍ତ ସାପ କାମୁଡାରେ ଆଜି ଜଣେ ୨ ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ତିଳେଇବଣି ବ୍ଳକ ଝରାଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ତିଳେଇମାଳ ଗ୍ରାମରେ ଏଭଳି ଅଘଟଣ ହୋଇଛି । ସେପଟେ ବାପ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ…

ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ମୟୂରଭଞ୍ଜ: ଆକସ୍ମିକ ବଜ୍ରପାତ ନେଲା ଦୁଇ ଜୀବନ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧୀନ କାଶିପାଳ ଗ୍ରାମରେ ଆକସ୍ମିକ ବଜ୍ରପାତ ଯୋଗୁଁ ଦୁଇ ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ରାଜାବସା ପଞ୍ଚାୟତ କାଶିପାଳ ଗ୍ରାମର ସ୍ବର୍ଗତ…

ପୋଲିସ କଣ୍ଟ୍ରୋଲ ରୁମରେ ସଫେଇ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର : ପୋଲିସ କଣ୍ଟ୍ରୋଲ ରୁମରେ ସଫେଇ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ । ଡିସିପି ଅଫିସର ଦ୍ୱାରସ୍ଥ ହେଲେ ପୀଡ଼ିତା ସଫେଇ କର୍ମଚାରୀ । ମଞ୍ଚେଶ୍ୱର ପୋଲିସ କଣ୍ଟ୍ରୋଲ ରୁମର ଆସିଷ୍ଟାଣ୍ଟ କମାଣ୍ଡର ଦୀପକ ନାୟକଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ…

ଏଗ୍ରିଷ୍ଟେକ ଆଇଡି ପାଇଁ ଚାଷୀଙ୍କ ପାଖକୁ ଯିବେ ସରକାର : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ଏଗ୍ରିଷ୍ଟେକ୍ ଆଇଡି ଦ୍ବନ୍ଦ୍ବ ଦୂର କଲେ ମନ୍ତ୍ରୀ । ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ରାଜସ୍ବ ମନ୍ତ୍ରୀ । ଧାନ ପଞ୍ଜୀକରଣରେ କୌଣସି ଅସୁବିଧା ନାହିଁ । ଗତ ବର୍ଷ ଯେଉଁ ମାନେ ଧାନ ବିକ୍ରି…

ରାଜ୍ୟରେ ମହଜୁଦ ଅଛି ୨ ଲକ୍ଷ ୩୭ ହଜାର ଟନ୍ ସାର, କଳାବଜାରୀ ରୋକିବା ପାଇଁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ

ଭୁବନେଶ୍ୱର: ରାଜ୍ୟରେ ସାର କଳାବଜାରୀ ରୋକିବାକୁ ସରକାରଙ୍କ କଡ଼ା ପଦକ୍ଷେପ। ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି। ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର PACS (ପ୍ରାଥମିକ…

ଜିଲ୍ଲାପାଳଙ୍କ ଜନଶୁଣାଣିରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ। ଚାଷୀଙ୍କୁ କାବୁ କରିନେଲା ପୋଲିସ। କେନ୍ଦ୍ରାପଡ଼ା ରାଜନଗରରୁ ଆସିଛି ଏହି ଅଭାବନୀୟ ଖବର। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ବିଷ ପିଇବାକୁ ଉଦ୍ୟମ କଲେ ଦୁଇ ଚାଷୀ। ତାଳଚୁଆ…