ସିମେଲପଦରରେ ଖୋଲିଲା ରାଜ୍ୟର ପ୍ରଥମ ହାତୀ ସ୍କୁଲ୍, କମିବ ମଣିଷ-ହାତୀ ସଂଘର୍ଷ !

ଭୁବନେଶ୍ବର: ରାଜ୍ୟରେ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ବଡ଼ ପଦକ୍ଷେପ ନେଇଛି। କଳାହାଣ୍ଡି ଜିଲ୍ଲାର ସିମେଲପଦର ଅଞ୍ଚଳରେ ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର (Elephant Training Centre) ଉଦ୍ଘାଟନ କରାଯାଇଛି। ଶୁକ୍ରବାର ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି…

ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ଜୋରଦାର: ସାମିଲ ହେବେ ୭୫୦୦ରୁ ଅଧିକ କଳାକାର

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ ପାଇଁ ସମ୍ବଲପୁର ଏବେ ଉତ୍ସବମୁଖର ହୋଇଉଠିଛି। ଦେବ ଦମ୍ପତି ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବକୁ ମହାସମାରୋହରେ ପାଳନ କରିବାକୁ ସହରର ବିଭିନ୍ନ କମିଟି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଚଳିତ ବର୍ଷ…

ଅଭିଷେକ ବାନାର୍ଜୀଙ୍କ ବାସଭବନରେ ସିଆଇଡି ଟିମ୍‌

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସିଆଇଡିର ଏକ ଟିମ୍‌ ଆଜି ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ବାସଭବନ ଯାଇଥିଲେ। ରାଜ୍ୟରେ ଏକ ନିର୍ବାଚନ ରାଲି ସମୟରେ ଅଭିଷେକ ଦେଇଥିବା ଏକ ଉତ୍ତେଜକ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଅନ୍ତର୍ଗତ…

ନାଟୋକୁ ପ୍ରଦତ୍ତ ଯୁଦ୍ଧ ବିମାନ ଓ ଜାହାଜ ସଂଖ୍ୟା କମାଇପାରେ ଆମେରିକା: ରିପୋର୍ଟ

ୱାସିଂଟନ: ୟୁରୋପରେ ନାଟୋକୁ ଯୋଗାଇ ଦିଆଯାଇଥିବା ଯୁଦ୍ଧ ବିମାନ ଓ ଯୁଦ୍ଧ ଜାହାଜ ସଂଖ୍ୟା ହ୍ରାସ କରିବାକୁ ଆମେରିକା ଯୋଜନା କରୁଛି ବୋଲି ଗୁରୁବାର ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି। ୨୦୨୨ରେ ୟୁକ୍ରେନ୍ ଉପରେ ରୁଷ୍‌ର ଆକ୍ରମଣ ପରେ ୟୁରୋପୀୟ ଦେଶଗୁଡ଼ିକ…

ଖୋଲିବ ହର୍ମୁଜ, ରବିବାର ଜେନେଭାରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସମ୍ଭାବନା

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଯୁଦ୍ଧକୁ ବନ୍ଦ କରିବା ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ଆସନ୍ତା ରବିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇପାରେ । ଜେନେଭାରେ ଏହି ଚୁକ୍ତି ହେବା ନେଇ ଅନୁମାନ କରାଯାଉଛି । ସୂତ୍ର ଅନୁସାରେ, ବୁଝାମଣାର…

ଲଞ୍ଚ ହେଲା ଦୁନିଆର ସବୁଠାରୁ ବଡ଼ IPO, ପ୍ରଥମ ଟ୍ରିଲିୟନିୟର ଏଲନ୍ ମସ୍କ

ନୂଆଦିଲ୍ଲୀ: ଦୁନିଆକୁ ମିଳିଛି ଟ୍ରିଲିୟନ ଡଲାର ସମ୍ପତ୍ତି ଥିବା ପ୍ରଥମ ମାଲିକ । ଏଲନ୍ ମସ୍କଙ୍କ କମ୍ପାନି ସ୍ପେସଏକ୍ସର ସେୟାର ଆମେରିକା ବଜାରରେ ଚହଳ ପକାଇବା ସହିତ ତାଙ୍କ ସମ୍ପତ୍ତି ମୂଲ୍ୟ ୧.୧ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଏହା ବିଶ୍ୱର…

୧୫ ଜୁନରୁ ରାଜ୍ୟରେ ମହିଳାଙ୍କ ପାଇଁ ବସ ଯାତ୍ରା ଫ୍ରି: ଛାତ୍ରୀଙ୍କ ଠାରୁ କର୍ମଜୀବୀ ମହିଳା ସମସ୍ତେ ମାଗଣାରେ ଯିବେ

ଥିରୁଅନନ୍ତପୁରମ: କେରଳ ସରକାର ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଜୁନ୍ ୧୫ ତାରିଖରୁ ରାଜ୍ୟରେ ‘ପ୍ରିୟଦର୍ଶିନୀ ଯୋଜନା’ (Priyadarshini scheme) ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ମହିଳା କେରଳ ରାଜ୍ୟ ସଡ଼କ…

LIC ବିରୋଧରେ ଜଣେ ମାଆ କୋର୍ଟରେ ଲଢିଲେ ଦୀର୍ଘ ୧୨ ବର୍ଷ ଲଢେଇ, ଶେଷରେ ଜିତିଲେ କୋଟିଏ ୨୬ଲକ୍ଷ ଟଙ୍କା

ମୁମ୍ବାଇ: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ବିରୋଧରେ ଜଣେ ମହିଳା ଦୀର୍ଘ ୧୨ ବର୍ଷ କାଳ କୋର୍ଟରେ ଲଢି ବିଜୟୀ ହୋଇଛନ୍ତି। ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆରସି) ତାଙ୍କ ରାୟରେ ବୀମା କମ୍ପାନୀ ମହିଳାଙ୍କ ପରଲୋକଗତ ପୁଅଙ୍କ…

ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର,ନିଟ୍‌-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି

ନୂଆଦିଲ୍ଲୀ : ନିଟ୍‌-ୟୁଜି ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସିର ଖବର। ନିଟ୍‌-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି। ଏ ନେଇ ବଡ ଘୋଷଣା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (ଏନଟିଏ)।ନିଟ୍‌ ପରୀକ୍ଷା ସମୟ ଅବଧି ୧୯୫ ମିନିଟ୍‌କୁ ବୃଦ୍ଧି। ଆସନ୍ତା ୨୧ ତାରିଖରେ…

ବଢିଲା ଅଡୁଆ ; ମମତାଙ୍କ ବିରୋଧରେ ମାମଲା ରୁଜୁ

କଲକାତା : ବଢିଲା ମମତାଙ୍କ ଅଡୁଆ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସମସ୍ୟା ବଢି ଚାଲିଛି। ଗୋଟିଏ ପଟେ ବିଧାନସଭା ନିର୍ବାଚନରେ ଏକ ବଡ଼ ପରାଜୟ ପରେ ଦଳ ଭିତରେ ଏକ ବଡ଼ ବିଭାଜନ ହୋଇଥିଲା…