ଯମୁନାରେ ଡଙ୍ଗା ବୁଡି ୧୦ ମୃତ, ଅନେକ ନିଖୋଜ
ଉତ୍ତରପ୍ରଦେଶ : ବୃନ୍ଦାବନ ଯମୁନା ନଦୀରେ ଓଲଟିଲା ଡଙ୍ଗା । ଡଙ୍ଗା ବୁଡ଼ିବାରୁ ୧୦ ଜଣକ ମୃତ୍ୟୁ ହୋଇଥିବା ବେଳେ ଅଧିକ ନିଖୋଜ ରହିଛନ୍ତି । ନଦୀରେ ନିର୍ମିତ ହୋଇଥିବା ପୀପା ପୋଲ ନିକଟରେ ଶ୍ରଦ୍ଧାଳୁଙ୍କ ଡଙ୍ଗା ବୁଡିଥିବା ସୂଚନା ମିଳିଛି…
ଉତ୍ତରପ୍ରଦେଶ : ବୃନ୍ଦାବନ ଯମୁନା ନଦୀରେ ଓଲଟିଲା ଡଙ୍ଗା । ଡଙ୍ଗା ବୁଡ଼ିବାରୁ ୧୦ ଜଣକ ମୃତ୍ୟୁ ହୋଇଥିବା ବେଳେ ଅଧିକ ନିଖୋଜ ରହିଛନ୍ତି । ନଦୀରେ ନିର୍ମିତ ହୋଇଥିବା ପୀପା ପୋଲ ନିକଟରେ ଶ୍ରଦ୍ଧାଳୁଙ୍କ ଡଙ୍ଗା ବୁଡିଥିବା ସୂଚନା ମିଳିଛି…
ନୂଆଦିଲ୍ଲୀ : ଭାରତୀୟ ସେନାର କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ପଦୋନ୍ନତି ମିଳିଛି । କର୍ଣ୍ଣେଲରୁ ବ୍ରିଗେଡିୟର ପଦବୀକୁ ପଦୋନ୍ନତି ହୋଇଛନ୍ତି ଭାରତୀୟ ସେନା ଅଧିକାରୀ ଶ୍ରୀକାନ୍ତ ପୁରୋହିତ । ବହୁଚର୍ଚ୍ଚିତ ମହାରାଷ୍ଟ୍ର ମାଲେଗାଓଁ ବ୍ଲାଷ୍ଟ ମାମଲାରେ ଫସିଥିଲେ ଶ୍ରୀକାନ୍ତ ପୁରୋହିତ ।…
କରାଚୀ : ପାକିସ୍ତାନରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପାଇଁ କଡ଼ା ସୁରକ୍ଷା । ୧୦୦ରୁ ଅଧିକ ଗାଡ଼ି ମୁତୟନ। ସୁରକ୍ଷାକର୍ମୀଙ୍କ ଛାଉଣୀ । ଇସଲାମାବାଦରେ କାଲି ଶାନ୍ତି ଆଲୋଚନା । ଇରାନ ସହିତ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଆଲୋଚନା ପାଇଁ ଆମେରିକା…
ବିହାର : ନୀତିଶ କୁମାରଙ୍କ ନୂଆ ଇନିଂସ । ଦିଲ୍ଲୀରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତିଶ କୁମାର । ତାଙ୍କୁ ଶପଥ ପାଠ କରାଇଲେ ରାଜ୍ୟସଭା ସଭାପତି ସିପି ରାଧାକ୍ରିଷ୍ଣନ । ଶପଥ ନେବା ପୂର୍ବରୁ ବିଜେପିର ପୂର୍ବତନ…
ନୂଆଦିଲ୍ଲୀ : ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଜଷ୍ଟିମ ଯଶୱନ୍ତ ବର୍ମା ବିରୋଧରେ ଗତବର୍ଷ ମାର୍ଚ୍ଚ ୧୪ରେ ଦିଲ୍ଲୀର ସରକାରୀ ବାସଭବନରେ ନିଆଁ ଲାଗିବା ଯୋଗୁଁ…
ଛତିଶଗଡ଼ : ଗତକାଲି ରାତିରେ ଛତିଶଗଡ଼ କାଙ୍କେରରୁ ଏକ ଭୟଙ୍କର ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଜାତୀୟ ରାଜପଥରେ ନାଥିଆ ନବ ଗାଁ ନିକଟରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଦୁର୍ଘଟଣାରେ ୬ ଜଣଙ୍କର ଦୁଃଖଦ ମୃତ୍ୟୁ…
ନରସିଂହପୁର : କଟକ ବଡମ୍ବା ଖାରୋଡ଼ ହାଡୁଆ ବ୍ରିଜ ନିକଟରୁ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକେ ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ପହଞ୍ଚି ମୃତଦେହ…
ଭୁବନେଶ୍ୱର : ୫ ବିଭାଗର ୧୧ ପ୍ରସ୍ତାବକୁ ମୋହର । ଜଳସଂପଦ ବିଭାଗର ୫ଟି ଟେଣ୍ଡରକୁ ଅନୁମୋଦନ । ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପାନୀୟଜଳ ପରିଚାଳନା ଓ ରକ୍ଷଣାବେକ୍ଷଣ ନୀତିକୁ ମଞ୍ଜୁରୀ । ୩ ,୪୦୦…
କଣ୍ଟାମାଳ : ଘର ଭିତରେ ଜିଅନ୍ତା ଜଳିଗଲେ ମହିଳା । ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନା ଟିକିରାପଡ଼ା ଗାଁରେ ଅଗ୍ନିକାଣ୍ଡ । ଘର ଭିତରେ ମହିଳା ଜଣଙ୍କ ସୋଇଥିବା ବେଳେ ବେଳେ ହଠାତ୍ ଲାଗିଥିଲା ନିଆଁ । ବାହାରକୁ ବହାରି ନପାରି…
ଭୁବନେଶ୍ୱର : ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ଏପ୍ରିଲ୍ ସୁଦ୍ଧା ସିଟ୍ ସଂରକ୍ଷଣ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ସରପଞ୍ଚଙ୍କ ଠାରୁ ଜିଲ୍ଲା ପରିଷଦ, କାହା ପାଇଁ କେଉଁ ସିଟ୍ ସଂରକ୍ଷଣ ରହିବ ହେବ ଚିହ୍ନଟ…