ଦୁଇ ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼, ନାମ ଓ ଧର୍ମ ପଚାରିବା ପରେ କଲମା ପଢ଼ିବାକୁ ବାଧ୍ୟ କଲା ଆତଙ୍କୀ
ମୁମ୍ବାଇ : ମୁମ୍ବାଇର ମୀରା ରୋଡ୍ ଅଞ୍ଚଳରେ ଜଣେ ୩୧ ବର୍ଷୀୟ ଯୁବକ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ”କଲମା” ପଢ଼ିବାକୁ ବାଧ୍ୟ କରିବା ସହ ନିର୍ମମ ଭାବେ ଛୁରାମାଡ଼ କରିଛି । ଅଭିଯୁକ୍ତ ଜୈବ୍ ଜୁବେର ଅନସାରୀକୁ ପୋଲିସ ଗିରଫ କରିଛି ।…