ଦିନ ଦିପହରେ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁଇ ନିଶାଗ୍ରସ୍ତ ଯୁବକ

କନ୍ଧମାଳ: ପୋଲିସ ବି ଅସୁରକ୍ଷିତ । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରିଲେ । ମାଡ଼ ମାରିବା ସହ ଛୁରୀ ମାରିଲେ । କନେଷ୍ଟବଳଙ୍କୁ ଘୋଷାଡ଼ି ଗୋଇଠା ଓ ମୁଥମାଡ଼ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନଥାନା ସାଇ ମନ୍ଦିର ନିକଟରେ…

ପିଏମଶ୍ରୀ ହାଇସ୍କୁଲ ହଷ୍ଟେଲରେ ରାଗିଂ ଅଭିଯୋଗ

ମୟୂରଭଞ୍ଜ: ହଷ୍ଟେଲରେ ରାଗିଂ ଅଭିଯୋଗ । ୩ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ସିନିଅରଙ୍କ ରାଗିଂ ଅଭିଯୋଗ । ହଷ୍ଟେଲ ପଛ ପାଖରେ ଖେଳୁଥିବାରୁ ସେମାନଙ୍କୁ ନିର୍ଯାତନା ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି…

ଛାତରୁ ପଡ଼ି ଯୁବ ଫିଜିଓଥେରାପିଷ୍ଟଙ୍କ ମୃତ୍ୟୁ: ହତ୍ୟା ସନ୍ଦେହ

କଟକ : କଟକ ଓଲଟପୁର ଥାନା ଅଞ୍ଚଳରେ ଯୁବ ଫିଜିଓଥେରାଫିଷ୍ଟ ରୋହନ କାକତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଏବେ ଚର୍ଚ୍ଚା । ଆସାମ ମୋରୀଗାଁ ସ୍ଥିତ ନିଜ ଘରୁ ୨୫ ତାରିଖ ଦିନ ସେ ବିମାନରେ ଆସିବା ପରେ ସେଦିନ…

ବଦଳିବ ଅପଭ୍ରଂଶ ଇଂରାଜୀ ନାମ; ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର…

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ । ବ୍ରିଟିଶ୍ ଶାସନ ସମୟରୁ ପ୍ରଚଳିତ ଭୁଲ୍ ବନାନ୍ ସଂଶୋଧନ ହେବ । ମୂଳ ଓଡ଼ିଆ ନାମର ପୁନଃସ୍ଥାପନ ସମ୍ପର୍କରେ ପ୍ରସ୍ତାବ ପଠାଇବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

୨ ଝାଡ଼ଖଣ୍ଡୀ ସାଇବର ଠକଙ୍କ ସମେତ ୫ ଜଣଙ୍କୁ ବାନ୍ଧିଲା ଚମ୍ପୁଆ ପୋଲିସ

ବଡ଼ବିଲ:ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ “ସାଇବର କବଚ”ଜାରି ରହିଛି । ଚମ୍ପୁଆ ପୋଲିସ୍ ୫ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ୧୩ଟି ଡେବିଟ୍ କାର୍ଡ, ୨ଟି ପାନ୍ କାର୍ଡ ଓ ୬ଟି ମୋବାଇଲ୍ ଫୋନ୍…

ପଶ୍ଚିମବଙ୍ଗ ଏସ୍‌ଆଇଆର୍‌ରେ ନ୍ୟାୟିକ ଅଧିକାରୀଙ୍କ ପାଇଁ ତାଲିମ ମଡ୍ୟୁଲ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ରାଜ୍ୟ ସରକାର ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନାହିଁ। ନ୍ୟାୟିକ ଅଧିକାରୀଙ୍କ ତାଲିମ ମଡ୍ୟୁଲ୍ ଉପରେ ଆପତ୍ତି ଗ୍ରହଣ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ…

ଚାରି ଦିନିଆ ସିଂଗାପୁର ଓ ଜାପନ ଗସ୍ତ ସାରି ଫେରିଲେ ଯୋଗୀ ଆଦିତ୍ୟନାଥଙ୍କ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚାରିଦିନିଆ ସିଂଗାପୁର ଓ ଜାପନ ଗସ୍ତ ସାରି ଆଜି ସକାଳ ୪ଟାରେ ରାଜଧାନୀ ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିବା ପରେ ନିଜ ବାସଭବନକୁ ଫେରିଛନ୍ତି। ଏହି ଗସ୍ତ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା। ରାଜ୍ୟ…

ଫୋନରେ ସିମ୍ ନଥିଲେ ଚାଲିବନି ହ୍ବାଟ୍ସଆପ୍

ନୂଆଦିଲ୍ଲୀ : ଏଣିକି ଫୋନରେ ସିମ୍ ନଥିଲେ ଚାଲିବନି ହ୍ବାଟ୍ସଆପ୍ । କମ୍ପ୍ୟୁଟରରେ ୬ ଘଣ୍ଟାରେ ଥରେ ହୋଇଯିବ ଲଗଆଉଟ୍ । ଆସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବ ନୂଆ ନିୟମ‘ସିମ୍ ବାଇଣ୍ଡିଂ’ ନିୟମ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ।…

ମଦ ଦୁର୍ନୀତି ମାମଲା: ଦୋଷମୁକ୍ତ ହେଲେ କେଜରିୱାଲ ଓ ସିସୋଦିଆ  

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦୋଷ ମୁକ୍ତ ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜରିୱାର ଓ ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ ମନୀଷ ସିସୋଦିଆ । ଦୋଷ ମୁକ୍ତ କଲେ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ । ସିବିଆଇ ପ୍ରମାଣ…

ଆଫଗାନିସ୍ତାନ ସେନା ଗୁଳିରେ ଖସିଲା ପାକିସ୍ତାନୀ F-16 ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ପାକିସ୍ତାନକୁ ଶକ୍ତ ଧକ୍କା । ଆଫଗାନିସ୍ତାନ ସେନା ଗୁଳିରେ ଖସିଲା ପାକିସ୍ତାନୀ F-16 ଯୁଦ୍ଧ ବିମାନ । ଆଫଗାନିସ୍ତାନର ଏୟାରସ୍ପେଶ ଉଲ୍ଲଂଘନ କରି ଏଣ୍ଟ୍ରି କରିଥିବା ପାକିସ୍ତାନ ବାୟୁସେନାର ଏକ F-16 ଯୁଦ୍ଧ ବିମାନକୁ ଆଫଗାନିସ୍ତାନ ସେନା ଗୁଳି କରି…