ବାଇକକୁ ଧକ୍କା ଦେଲା ଟ୍ରକ, ମାଆ-ପୁଅ ମୃତ

ଭୁବନେଶ୍ବର: ନୂଆଁଖାଇ ପାଇଁ ଘରକୁ ଯାଉଥିଲେ । ବାଟରେ ଛକିଥିଲା ଯମ । ମର୍ମନ୍ତୁଦ ଦୁର୍ଘଟଣାରେ ମାଆ-ପୁଅ ମୃତ । ବାପା ଗୁରୁତର । ସମ୍ବଲପୁର ଠେଲକୋଲୋଇ ଥାନା ଖିଣ୍ଡାରେ ଭୟଙ୍କର ଦୁର୍ଘଟଣା । ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ।…

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ: ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ

ରାଉରକେଲା: ରାଉରକେଲାରେ ବନ୍ଦ ଘରେ ଶୋଇଥିବାବେଳେ ନିଆଁ ଲାଗି ବାପାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ପୁଅ । ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ୬୦ ବର୍ଷୀୟ ଜିତେନ୍ଦ୍ର ସାହାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଏକ ଘରେ ପୁଅ…

ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ, ସ୍ୱାସ୍ଥ୍ୟ ଉପରେ ନଜର ରଖିଛି ସ୍ୱତନ୍ତ୍ର ଟିମ

ଭୁବନେଶ୍ୱର : ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ । ନନ୍ଦନକାନନରେ ଜଣେ ଓରାଙ୍ଗଉଟାନକୁ ଜ୍ୱର । ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣକୁ ଜ୍ୱର । ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍ । ଅସୁସ୍ଥ ଓରାଙ୍ଗଉଟାନର ସ୍ୱାସ୍ଥ୍ୟ…

ଗେଙ୍ଗୁଟି ନଦୀରେ ବୁଡ଼ି ଦମ୍ପତି ନିଖୋଜ

ଯାଜପୁର: ନଦୀରେ ବୁଡ଼ି ଦମ୍ପତି ନିଖୋଜ । ଯାଜପୁର ବାଲିଚନ୍ଦ୍ରପୁର ଥାନା ଗେଙ୍ଗୁଟି ନଦୀ ବାଲିଘାଟରେ ଅଘଟଣ । ସୂଚନା ଅନୁଯାୟୀ ବାଲିକୁଦା ଗାଁର ସୁଧାକର ଓଝା ଓ ସୁଲୋଚନା ଓଝା ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଆଉ ଘରକୁ…

କଟକରୁ ଅପହୃତ ବ୍ୟାଙ୍କ ଅଧିକାରୀ ବାଲେଶ୍ୱରରୁ ଉଦ୍ଧାର, ୨ ଗିରଫ

କଟକ: କଟକରୁ ଅପହୃତ, ବାଲେଶ୍ୱରରୁ ଉଦ୍ଧାର । ବ୍ୟାଙ୍କ ଅଧିକାରୀଙ୍କ ଅପହରଣ ଘଟଣାରେ ମଧୁପାଟଣା ପୋଲିସକୁ ସଫଳତା । ବାଲେଶ୍ୱର ଜିଲ୍ଲାର ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଦୁଇ ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ…

କାକଟପୁର-ବାଉରୀଆକଣ ରାସ୍ତାରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ପୁରୀ ଜିଲ୍ଲା କାକଟପୁର ଥାନା କାକଟପୁର-ବାଉରୀଆକଣ ରାସ୍ତାରେ ଘରକୁ ଫେରୁଥିବା ବେଳେ ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ରାସ୍ତାରେ ପୂର୍ବରୁ ଲୁଚି ରହିଥିବା ଦୁବୃତ୍ତ ପନିକିରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଅସ୍ତରଙ୍ଗ ଥାନା ଓସିଆଁ ଗାଁର ଲିଟୁ ମହାନ୍ତି…

୨୨ରେ ଆଉ ଏକ ଲଘୁଚାପ, ରାଜ୍ୟରେ ବଢ଼ିବ ବର୍ଷାର ପ୍ରକୋପ

ଭୁବନେଶ୍ୱର : ୨୨ରେ ପୁଣି ଲଘୁଚାପ। ବଢ଼ିବ ବର୍ଷାର ପ୍ରକୋପ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାରି ପ୍ରଭାବରେ ମୌସୁମୀ ନିମ୍ନଚାପ…

ପୂଜା ନାଁରେ ଜୋର୍ ଜବରଦସ୍ତି ଚାନ୍ଦା ମାଗି ୩ ଗିରଫ

କଟକ: ପାର୍ବଣରେ ଜୋର ଜବରଦସ୍ତ ଚାନ୍ଦା ମାଗି ପାରିବେନି। ପୂଜା ନାଁରେ ଜବରଦସ୍ତି ଚାନ୍ଦା ମାଗିଲେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯେଉଁମାନେ ଜବରଦସ୍ତି ପୂଜା ଚାନ୍ଦା ହେଉ ଅବା ବଟି ମାଗୁଛନ୍ତି ସେମାନେ ପୋଲିସ ପୂର୍ବରୁ ଅବଗତ କରାଇଥିଲେ।…

ଖୁବଶୀଘ୍ର ବଜାରକୁ ଆସିବ ଓମଫେଡର ଆଇସକ୍ରିମ୍ ଓ ପାଣି; ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଆସିବାକୁ ଯାଉଛି ଓମଫେଡ୍‌ର ନୂଆ ଉତ୍ପାଦ। ଓମଫେଡର ବଡ଼ ଧମାକା ବଜାରକୁ ଆସିବ ଓମଫେଡ ଆଇସକ୍ରିମ୍ । ଓମଫେଡ ଆଣିବ ନିଜସ୍ବ ଆଇସକ୍ରିମ । ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ ଆଇସକ୍ରିମ । ବିଭିନ୍ନ ଫ୍ଲେଭରରେ ଆସିବ…

ଚାନ୍ଦିପୁରର ବିକଳ୍ପ ସାଜିବ ଜୁନପୁଟ: ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ ପ୍ରକଳ୍ପକୁ ଗ୍ରୀନ ସିଗ୍ନାଲ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି ଉପରେ ଦିନକୁ ଦିନ ଚାପ ବଢ଼ିବାରେ ଲାଗିଛି । ଏହି କାର୍ଯ୍ୟଭାରକୁ କମାଇବା ପାଇଁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ତଥା…