ଗୋଆ ବିଧାନସଭା ନିର୍ବାଚନ: ଏକାଠି ଲଢ଼ିବେ ଆପ୍-ଜିଏଫପି

ପାନାଜୀ: ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ) ଓ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ରବିବାର…

କନିଷ୍ଠ ସହଯୋଗୀଙ୍କୁ ଦୁଷ୍କର୍ମ ମାମଲାରେ କୋର୍ଟରେ ଆତ୍ମସମର୍ପଣ କଲେ ତରୁଣ ତେଜପାଲ

ପଣଜୀ: କନିଷ୍ଠ ସହଯୋଗୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବ ତରୁଣ ତେଜପାଲ ଗୋଆର ଏକ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ବମ୍ବେ ହାଇକୋର୍ଟ ତାଙ୍କୁ ଏହି ମାମଲାରେ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ତେଜପାଲ…

ଉପନିର୍ବାଚନ ଲଢ଼ିବେନି ମମତା ବାନାର୍ଜୀ

କଲକାତା: ସବୁ ଚର୍ଚ୍ଚାରେ ବିରାମ ଲାଗିଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଉପ-ନିର୍ବାଚନ ଲଢ଼ିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୬ ତାରିଖରେ ନନ୍ଦିଗ୍ରାମ ଓ ରେଜିନଗର ଆସନରେ ଉପନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ…

ଦଳୀୟ ବିଧାୟକଙ୍କ ବିରୋଧରେ ଜମି ଆତ୍ମସାତ୍‌ ଅଭିଯୋଗ, ପିଏମ୍ ମୋଦୀଙ୍କୁ ଭେଟିଲେ ଅଭିଯୋଗକାରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଥାନେ ଜିଲା ମିରା ରୋଡର ବାସିନ୍ଦା ୮୧ ବର୍ଷୀୟ ଅସଗର୍ଲି ବୋହରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସେ ବିଜେପି ବିଧାୟକ ନରେନ୍ଦ୍ର ମେହେଟାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଏହି ବିଧାୟକ ଓ ତାଙ୍କ ସହ ସମ୍ପର୍କ…

ଦିଶା ସାଲିଆନ୍ ମୃତ୍ୟୁ ମାମଲା: ସିବିଆଇ ପକ୍ଷରୁ ଏଫଆଇଆର୍ ରୁଜୁ

ମୁମ୍ବାଇ : ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ସିବିଆଇ ପକ୍ଷରୁ ଏଫଆଇଆର୍ ରୁଜୁ । ଆଦିତ୍ୟ ଠାକରେ, ଡିନୋ ମୋରିଆ ଓ ରିୟା ଚକ୍ରବର୍ତ୍ତୀଙ୍କ ନାଁ ଏଫଆଇଆରରେ ସାମିଲ । ସ୍ୱର୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର…

ମଝି ଆକାଶରେ ଝଡ଼ରେ ଫସିଲା ବିମାନ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ : ଟର୍କିସ୍-ଏୟାରଲାଇନ୍ସ ଭୟଙ୍କର ଝଟକା । ଇସ୍ତାନବୁଲ୍-ଟ୍ୟୁନିସିଆ ବିମାନ ଦୁର୍ଘଟଣା ଟଳିଲା । ୩ ଥର ଅସଫଳ ଅବତରଣ ହେବା ପରେ ବିମାନକୁ ଡାଇଭର୍ଟ କରାଯାଇଛି । ଖରାପ ପାଗ ଯୋଗୁଁ ବଡ଼ ଝଟକା ଲାଗିଛି । ଇସ୍ତାନବୁଲରୁ ଟ୍ୟୁନିସିଆ…

LACରୁ PLA ସୈନ୍ୟ ପ୍ରତ୍ୟାହାର କଲା ଚୀନ, ସୁଧୁରୁଛି ସମ୍ପର୍କ

ନୂଆଦିଲ୍ଲୀ : BRICS ସମ୍ମିଳନୀ ସମାପ୍ତ ହେବା ପରେ ଭାରତ-ଚୀନ୍ ସମ୍ପର୍କ ପୁଣି ଥରେ ସୁଧୁରୁଥିବା ଦେଖିବାକୁ ମିଳିଛି । ଭାରତ ସୀମା ନିକଟରେ ବାସ୍ତବ ନିୟନ୍ତ୍ରଣ ରେଖା (LAC)ରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (PLA)ର ସେନା ହ୍ରାସ ହୋଇଛି…

ଭିଣୋଇଙ୍କ ଦଶାହ ତୁଠରେ ଚାଲିଗଲା ଶଳାର ଜୀବନ

ଅନୁଗୁଳ: ଭିଣୋଇ ଦଶାହ ତୁଠରେ ଶଳାର ମୃତ୍ୟୁ। ମାତେଳିଆ ଯୋରରେ ଦଶାହ ତୁଠରେ ଗାଧୋଉ ଥିବାବେଳେ ହୋମ୍ ପାଇପରେ ଫସି ଜୀବନ ହାରିଲେ ଯୁବକ । ମୃତ ବ୍ୟକ୍ତିଜଣକ ହେଲେ ଅନୁଗୁଳ ଜିଲ୍ଲା ଯୁକୁବୁ ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ବିମଳ…

ଦୁବାଇରୁ ଫେରି ସେବା ସଂକଳ୍ପ ଅଭିଯାନ ଆୟୋଜନ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁବାଇ ଗସ୍ତରୁ ଫେରିବା ପରେ ସିଧାସଳଖ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ…

ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ବରଗଡ଼: ବରଗଡ଼ ଜିଲ୍ଲାରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ପତ୍ନୀକୁ ପିଟି ପିଟି ମାରି ଦେଲା ସ୍ବାମୀ । ବରଗଡ଼ରେ ବଡ଼ ଅଘଟଣ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ। ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡ଼ତିଆ ଟିକ୍ରା…