ସୁନ୍ଦରଗଡ଼ ସୀମାନ୍ତ ଗାଁରେ ବୁଲୁଛନ୍ତି ସନ୍ଦିଗ୍ଧ ମାଓବାଦୀ!
ସୁନ୍ଦରଗଡ଼ : ଓଡ଼ିଶାରୁ ସିପିଆଇ ମାଓବାଦୀ ସଂଗଠନ ପ୍ରାୟତଃ ଲୋପପାଇଯାଇଛି, ଏହି କଥା ଗଲ ଏପ୍ରିଲ୍ ମାସରେ ସରକାର ଘୋଷଣା କରିଥିଲେ। ଏହା ସତ୍ବେ ଓଡ଼ିଶାର ଛତିଶଗଡ଼, ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ଏକାଧିକ ଡମ୍ପ୍ ଠାବ କରାଯାଉଥିବା ବେଳେ ସନ୍ଦିଗ୍ଧ ଗତିବିଧି…