ଦିଲ୍ଲୀବାସୀ ଅଣନିଶ୍ବାସୀ, ବାୟୁ ଗୁଣବତ୍ତା ମାନ ୩୫୦ ପାର୍
ନୂଆଦିଲ୍ଲୀ : ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ । ରାଜଧାନୀର ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ବହୁତ ଖରାପ ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁର ସ୍ତର ଖରାପ ହେବାରେ ଲାଗିଛି । ବାୟୁ ଗୁଣବତ୍ତା ମାନ ୩୫୦…
ନୂଆଦିଲ୍ଲୀ : ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ । ରାଜଧାନୀର ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ବହୁତ ଖରାପ ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁର ସ୍ତର ଖରାପ ହେବାରେ ଲାଗିଛି । ବାୟୁ ଗୁଣବତ୍ତା ମାନ ୩୫୦…
ଉତ୍ତରପ୍ରଦେଶ: ୟୁପିର କୁଶୀନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭ୍ୟାନ୍-ଟ୍ରେଲର୍ ମୁହାଁମୁହିଁ ଧକ୍କାରେ ୬ ମୃତ । ଏକ ମାରୁତି ଇକୋ ଭ୍ୟାନ୍ ଏବଂ ଭାରୀ ଟ୍ରେଲର୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଜୋରଦାର ଧକ୍କା ହେବା ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ…
ନୂଆଦିଲ୍ଲୀ: ବଦ୍ରିନାଥ ନିକଟରେ ହେଲିକପ୍ଟର ଦୁର୍ଘଟଣା ପରେ ଚାରିଧାମ ଯାତ୍ରାରେ ନିୟୋଜିତ ହେଲିକପ୍ଟର ପାଇଁ ନୂଆ ନିୟମ ଲାଗୁ କରିଛି DGCA । ଏଣିକି ପ୍ରତ୍ୟେକ ହେଲିକପ୍ଟରରେ ଦୁଇ ଜଣ ପାଇଲଟ୍ ରହିବା ବାଧ୍ୟତାମୂଳକ । ଆଜିଠାରୁ ଏହି ନିୟମ ଲାଗୁ…
ଝାଡ଼ଖଣ୍ଡ: ଯେଉଁ ପୋଲିସ ଉପରେ ସୁରକ୍ଷାର ଦାୟିତ୍ୱ, ସେହି ପୋଲିସ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଝାଡ଼ଖଣ୍ଡର ଏକ ଥାନା ପରିସରରେ ଜଣେ ୨୦ ବର୍ଷୀୟା ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।…
ନୂଆଦିଲ୍ଲୀ: ଟ୍ରମ୍ପଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା । ଆମେରିକାରେ ଆସନ୍ତାକାଲି ମଧ୍ୟବର୍ତ୍ତୀ ନିର୍ବାଚନ । ମଙ୍ଗଳବାର, ନଭେମ୍ବର ୩ରେ ଦେଶବ୍ୟାପୀ ମତଦାନ ହେବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏହା ପ୍ରଥମ ବଡ଼ ଜାତୀୟ ନିର୍ବାଚନ। ଏହି…
ଆମେରିକା: ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାରେ ଭୟାବହ ବିମାନ ଦୁର୍ଘଟଣା । ଜଳିପୋଡ଼ି ପାଉଁଶ ହେଲା ‘ଲିଅରଜେଟ୍ ୬୦’ ବିଜନେସ୍ ଜେଟ୍ । ବିମାନରେ ଥିବା ସମସ୍ତ ୯ ଜଣ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କ ମୃତ୍ୟୁ । ଟେକ୍ସାସର ଅଷ୍ଟିନରୁ ବାହାମାସ…
କଟକ: ବିବାଦରେ ଫସିଛନ୍ତି ଓଡ଼ିଶା ପୋଲିସ ଡିଜି ଦୌଡ଼ରେ ଥିବା ବରିଷ୍ଠ ଆଇପିଏସ୍ ଅଫିସର ସୁଶାନ୍ତ ନାଥ । ମହିଳା ଜେଲରଙ୍କୁ ପକ୍ଷରୁ ତାଙ୍କ ବିରୋଧରେ ହୋଇଛି ଯୌନ ନିର୍ଯାତନା ଅଭିଯୋଗ । ଚୌଦ୍ବାର ଥାନାରେ ତାଙ୍କ ବିରୋଧରେ ହୋଇଥିବା ଏହି…
ଆସିକା: ବାତ୍ୟା ‘ଅର୍ଣ୍ଣବ’ ଏବଂ ତା’ ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାର ଭୟଙ୍କର କ୍ଷତିରୁ ଆସିକାବାସୀ ଏଯାଏଁ ସମ୍ପୂର୍ଣ୍ଣ ସୁଧୁରି ପାରିନାହାନ୍ତି। ଅନେକ ପରିବାରର ଭଙ୍ଗା ଘର ସଜାଡ଼ି ହୋଇନଥିବା ବେଳେ ଜନଜୀବନ ସ୍ୱାଭାବିକ ହେବାକୁ ବାକି ରହିଛି। ଏହି ସଙ୍କଟଜନକ ସ୍ଥିତି…
ଭୁବନେଶ୍ବର : ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଭାରତ ଅକ୍ଷୟ ଶକ୍ତି ସମିଟ୍ ଓ ପ୍ରଦର୍ଶନୀ ୨୦୨୬’ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ସବୁଜ…
ମାର୍ଶାଘାଇ: କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ବନ୍ଧସାହି ଗାଁରେ ସ୍ଥାନୀୟ ପୁଲିସ ଜଣେ ହତ୍ୟା ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ କଲାବେଳେ ଉତ୍ତେଜନା ଦେଖାଦେଇଛି । ଏମିତିକି ଅଭିଯୁକ୍ତକୁ ହସ୍ତାନ୍ତର କରିବା ପାଇଁ ଗ୍ରାମବାସୀ ଅଡି ବସିବା ଯୋଗୁ…