ପୁଣି ବିବାଦରେ ଆଇପିଏସ ସୁଶାନ୍ତ ନାଥ: କଏଦୀଙ୍କୁ ମିଥ୍ୟା ନାର୍କୋଟିକ୍ସ ମାମଲାରେ ଫସାଇବାକୁ ଉଦ୍ୟମ ଅଭିଯୋଗ
ଭୁବନେଶ୍ୱର: ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କ ନାମରେ ପୁଣି ଆସିଛି ଅଭିଯୋଗ। ପୂର୍ବରେ ଜଣେ ମହିଳା ଜେଲର ସୁଶାନ୍ତ ନାଥଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଭୟଭୀତ କରିବା ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଆଶ୍ୱସ୍ତି ପାଇବା…