ଶିିମିଳିପାଳରୁ ମିଳିଲା କ୍ୟାନସର ଔଷଧ ତିଆରି ପାଇଁ ଗୁଳ୍ମ

ମୟୂରଭଞ୍ଜ : ମୟୂରଭଞ୍ଜରୁ ବଡ଼ ଖବର । ଶିିମିଳିପାଳରୁ ମିଳିଲା କ୍ୟାନସର ରୋଗ ଚିକିତ୍ସା ପାଇଁ ଔଷଧୀୟ ଗୁଣ! ଥିବା ବୃକ୍ଷଲତା। ଓଡ଼ିଶାରେ ପ୍ରଥମ ଥର ପାଇଁ ୧୪୮ ପ୍ରଜାତିର ‘ଲାଇକେନ୍’ ଚିହ୍ନଟ ହୋଇଛି । ବିଶ୍ୱକୁ ଏହା ନୂଆ ଦିଶା…

ବରଯାତ୍ରୀ ବେଶରେ ଆସି ଗିଫ୍ଟ ଓ ୩ ଲକ୍ଷ ଟଙ୍କା ଲୁଟିନେଲେ

ଭୁବନେଶ୍ୱର : ରାଜଧାନୀରେ ହାଇଟେକ ଚୋର । ବରଯାତ୍ରୀ ବେଶରେ ଆସିଲେ, କଳାକନା ବୁଲାଇ ଚାଲିଗଲେ । ଭୁବନେଶ୍ୱରର ଏକ ତାରକା ହୋଟେଲରେ ବାହାଘର ଚାଲିଥିବା ବେଳେ ହୋଇଛି ଲୁଟ୍ । ବରଯାତ୍ରୀ ବେଶରେ ଆସି ଦୁର୍ବୃତ୍ତମାନେ ପ୍ରଥମେ ଭୋଜି ଖାଇଥିଲେ…

ପୀତବାସ ପଣ୍ଡା ହତ୍ୟା ଅଭିଯୁକ୍ତ ବିକ୍ରମ ପଣ୍ଡା ଅସୁସ୍ଥ

ବ୍ରହ୍ମପୁର: ବିକ୍ରମ ପଣ୍ଡା ଅସୁସ୍ଥ । ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି । କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ ବିକ୍ରମ । ଆଇନଜୀବୀ…

ହତ୍ୟା ପରେ ଅଖାରେ ମୃତଦେହ ବାନ୍ଧି ପୋଖରୀକୁ ଫିଙ୍ଗିଦେଲେ

ମୟୂରଭଞ୍ଜ : ଅଖା ଭିତରେ ମୃତଦେହ । ହତ୍ୟା ପରେ ଅଖା ଭିତରେ ପୁରାଇ ପୋଖରୀକୁ ଫିଙ୍ଗିଦେଲେ ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ସଠିଲୋ ପଞ୍ଚାୟତ ପୁରୁଣାପାଣିରେ ଘଟଣା ଘଟିଛି । ଅଖା ଭିତରେ ଜଣେ ବୃଦ୍ଧାଙ୍କ ମୃତଦେହ ରହିଛି…

ମଣ୍ଡିରେ ଉତ୍ତେଜନା, ୩ଟି ଧାନ ବୋଝେଇ ଟ୍ରକକୁ ଅଟକ ରଖିଲେ ଚାଷୀ

ଭୁବନେଶ୍ୱର : ଧାନମଣ୍ଡିରେ ଉତ୍ତେଜନା । ୩ଟି ଧାନ ବୋଝେଇ ଟ୍ରକ ଅଟକ ରଖିଲେ ଚାଷୀ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ନିଆଳ ପ୍ରାଥମିକ କୃଷି ସେବା ସମବାୟ ସମିତିର ଦୃଶ୍ୟ । ବିଭିନ୍ନ ଆଳ ଦେଖାଇ ଧାନ ନନେବା…

ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା, ୧୯ରୁ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ପରୀକ୍ଷା ପରିଚାଳନାରେ କୌଣସି ଅବହେଳାକୁ…

ଟି୨୦ ବିଶ୍ବକପ : ପାକିସ୍ତାନ ନେବ ୟୁଟର୍ଣ୍ଣ ! ନିଜ ସରକାର ସହିତ ପିସିବି ପୁଣି କରିବ ଆଲୋଚନା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପାକିସ୍ତାନର ଡ୍ରାମା ଥମିବାର ନା ନେଉନି । ଏବେ ପିସିବି ପୁଣିଥରେ ନିଜ ସରକାରଙ୍କ ପରାମର୍ଶ ନେବ । ଏହି ପରାମର୍ଶ ବୈଠକ ୧୫ ଫେବୃଆରୀରେ ହେବାକୁ ଥିବା ମ୍ୟାଚକୁ ନେଇ ହେବ । ଯେଉଁଥିରେ ଭାରତ-ପାକିସ୍ତାନ…

୧୦ ମିନିଟ୍‌ରେ ଆସିବ କିଷାନ କ୍ରେଡିଟ୍ କାର୍ଡ ଟଙ୍କା

ଆଜମଗଡ଼: ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସରକାର ଅନେକ ଯୋଜନା ଚଳାଇଛନ୍ତି। ଚାଷୀମାନେ ସେମାନଙ୍କ ଫସଲ ଉପରେ ଆଧାରିତ ବ୍ୟାଙ୍କ ଏବଂ ସମବାୟ ସମିତି ଗୁଡ଼ିକରୁ ଆର୍ଥିକ ସହାୟତା ପାଇବାକୁ ନିଶ୍ଚିତ କରିବା ପାଇଁ କିଷାନ କ୍ରେଡିଟ୍ କାର୍ଡ…

ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ

ନୂଆଦିଲ୍ଲୀ: ପ୍ରତିରକ୍ଷା ପ୍ରସ୍ତୁତିକୁ ଆହୁରି ମଜବୁତ କରି, ଭାରତ ଅଗ୍ନି-୩ ମଧ୍ୟବର୍ତ୍ତୀ-ଦୂରବର୍ତ୍ତୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରରେ ଥିବା ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରୁ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ପରୀକ୍ଷଣ ସମ୍ପୂର୍ଣ୍ଣ…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି : ଔଷଧ, ହୀରା ଓ ଅନେକ କୃଷି ଉତ୍ପାଦ ଉପରେ ୦% ଟାରିଫ ଘଷଣା

ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ଢାଞ୍ଚା ପ୍ରକାଶ ପାଇଛି। ଗତକାଲି ବିଳମ୍ବିତ ରାତିରେ ଆମେରିକା ଏବଂ ଭାରତ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ…