ଭାଲୁ ଆକ୍ରମଣରେ ମହିଳା ମୃତ

ବୋରିଗୁମ୍ମା: ବାଡ଼ିରେ ଲୁଚିଥିଲା ଭାଲୁ । ପରିବା ତୋଳିବାକୁ ଯାଇଥିବା ବେଳେ ମହିଳାଙ୍କୁ କଲା ଆକ୍ରମଣ । ଏଥିରେ ମହିଳାଙ୍କ ମତ୍ୟୁ ଘଟିଥିବା ବେଳେ, ଭାଲୁଟି ଜଙ୍ଗଲ ଭିତରକୁ ଚାଲିଯାଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋରିଗୁମ୍ମା…

ରେଳ ଧାରଣାରୁ ASIଙ୍କ ମୃତଦେହ ଉଦ୍ଧାର

କଟକ : ରେଳ ଧାରଣାରୁ ଏଏସଆଇଙ୍କ ମୃତଦେହ ଠାବ। କଟକ ଲିଙ୍କ୍ ରୋଡ଼ କାଠଯୋଡ଼ି ଷ୍ଟେସନ୍ ନିକଟ ରେଳ ଧାରଣାରୁ ପୋଲିସ ଏଏସଆଇଙ୍କ ମୃତଦେହ ମିଳିଛି । ମୃତକ ହେଲେ ଜିତେନ୍ଦ୍ର ସମାନ୍ତରାୟ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର…

ବାତ୍ୟା “ଅର୍ଣ୍ଣବ”କୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ଵର:​ ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ”କୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ବର୍ତ୍ତମାନର ଅନୁମାନ ଅନୁସାରେ ଏହି ବାତ୍ୟା କାକିନାଡ଼ା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ଆଜି ବାତ୍ୟାର ଗତିପଥ…

ଆସନ୍ତା ୨୬ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଅକ୍ଟୋବର ୨୬ ତାରିଖରେ ୟୁନିଟ–୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ…

ବାତ୍ୟା ’ଅର୍ଣ୍ଣବ’କୁ ନେଇ ବଡ଼ ଅପଡେଟ୍, ୨୮ରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ଭୁବନେଶ୍ବର: ବାତ୍ୟାକୁ ନେଇ IMDର ବଡ଼ ଅପଡେଟ୍ । ଆନ୍ଧ୍ର ଉପକୂଳ ମୁହାଁ ବାତ୍ୟା । ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆଜି…

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ କମିଶନରେଟ୍ ପୋଲିସର ରୁଟ୍ ଚାଟ୍

ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ୧୬୯ କୋଟିର RBI ଡାଟା ସେଣ୍ଟର ଉଦ୍ ଘାଟନ କରିବେ । ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସୂଚନା । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ଓ ବାତ୍ୟା ମୁକାବିଲାରେ ଆମର ପୂର୍ବରୁ ଅଭିଜ୍ଞତା ରହିଛି। ବାତ୍ୟା ଦାନା ଓ ମୋନ୍ଥା’ର…

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମ ସଜାଗ

ଭୁବନେଶ୍ବର: ହାଇଆଲର୍ଟରେ ଦକ୍ଷିଣ ଓଡ଼ିଶା । ୨୮ ତାରିଖ ପାଇଁ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ । ଯଦିଓ ସମ୍ଭାବ୍ୟ ବାତ୍ୟାର…

ସ୍କ୍ରବ୍ ଟାଇଫସ୍‌ରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ସୁନ୍ଦରଗଡ଼: ସ୍କ୍ରବ୍ ଟାଇଫସ୍ ରେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଉଜ୍ଜ୍ୱଳପୁର ଗାଁର ହରିହର ପଟ୍ଟା । ବିଲରେ କାମ କରିବାକୁ ଯାଇଥିବା ସମୟରେ ସ୍କ୍ରବ୍ ଟାଇଫସ୍ ବାହକ କୀଟ…

ଅଧ ରାତିରେ ଯୁବତୀଙ୍କ ଘରେ ପଶି ଆତଙ୍କରାଜ୍, ଖଣ୍ଡାଚୋଟରେ ମାଆ-ବାପା ଗୁରୁତର

ଭୁବନେଶ୍ବର: ରାତି ଅଧରେ ଯୁବତୀଙ୍କ ଘରେ ପଶି ସଂଘବଦ୍ଧ ଆକ୍ରମଣ । ଭୁବନେଶ୍ବର ସହିଦ ନଗର ଘରେ କିଛି ଯୁବକ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବାୟା ବାବା ବସ୍ତିରେ ଘଟିଛି ଘଟଣା।ଯୁବତୀଙ୍କ ଘରେ ପଶି ଆକ୍ରମଣ କରୁଥିବା…