ପ୍ରେମୀ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଦୁହିଁଙ୍କୁ ବାନ୍ଧିଲା ପୁଲିସ

ଅନୁଗୁଳ: ନିଜ ପ୍ରେମ ପାଇଁ ସ୍ବାମୀକୁ ମାରିଦେଲା ସ୍ତ୍ରୀ । ସ୍ତ୍ରୀ ନିଜ ପ୍ରେମିକ ସହ ସ୍ବାମୀକୁ ମାରିଦେଲା । କୁରାଢ଼ିରେ ଅତି ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ । ସ୍ୱାମୀକୁ ଚିକେନ୍ ତରକାରୀରେ ବିଷ ଦେଇ, ଗଳା ଚିପିବା…

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ, ଅଧିକାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି । ଆଇଏମଡି ଆକଳନ ଅନୁସାରେ ପ୍ରସ୍ତୁତ କରାଯାଇଛି ରୋଡ ମ୍ୟାପ୍ । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ୨୭ ତାରିଖ ପାଇଁ ୩ ପୁରୀ, ଗଞ୍ଜାମ,…

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା

ଭୁବନେଶ୍ୱର: କୋଟିଆ ଗ୍ରାମପଞ୍ଚାୟତରେ ନିର୍ବାଚନ କରାଇବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଜ୍ଞପ୍ତିକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ଆନ୍ଧ୍ରପ୍ରଦେଶର ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ କୋର୍ଟ ଅବମାନନା…

ମୁମ୍ବାଇରେ ବୋମା ବିସ୍ଫୋରଣ ନେଇ ମେୟରଙ୍କୁ ଇମେଲ୍‌ ଯୋଗେ ଧମକ୍

ମୁମ୍ବାଇ: ମୁମ୍ବାଇରେ ବିସ୍ଫୋରଣ ଧମକ୍ । ଏକାଧିକ ସ୍ଥାନରେ ବୋମାମାଡ ନେଇ ଆସିଛି ଧମକପୂର୍ଣ୍ଣ ଇମେଲ୍ । ମେୟର ଋତୁ ତାଉଡେଙ୍କୁ ମୁମ୍ବାଇ ବହୁ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଏକ ଧମକପୂର୍ଣ୍ଣ ଏବେ ଖୁବ ଚର୍ଚ୍ଚାରେ । ସେଲିବ୍ରିଟିଙ୍କୁ ଧମକ…

ଭାରତରୁ ନାବାଳକ ପୁଅକୁ ନେଇ ପଳାଇଥିବା ଋଷୀୟ ମହିଳାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍‌

ନୂଆଦିଲ୍ଲୀ: ନାବାଳକ ପୁଅକୁ ନେଇ ଭାରତରୁ ପଳାଇଥିବା ଜଣେ ଋଷୀୟ ମହିଳାଙ୍କ ବିରୋଧରେ ଜାରି ହେଲା ରେଡ୍ କର୍ଣ୍ଣର ନୋଟିସ୍ । ଭିକ୍ଟୋରିଆ ବସୁ ନାମକ ଋଷୀୟ ମହିଳା ନିଜ ଭାରତୀୟ ସ୍ୱାମୀ ସୈକତ ବସୁଙ୍କ ସନ୍ତାନର କଷ୍ଟଡିକୁ ନେଇ ବିବାଦ…

ବିହାରରେ ବାଣ ବିସ୍ଫୋରଣ: ୭ ମୃତ

ବିହାର :ଶୁକ୍ରବାର ସନ୍ଧ୍ୟାରେ ବିହାର ସିୱାନ ଜିଲା ଆଲାମପୁର ଗଁରେ ବାଣ ବିସ୍ଫୋରଣ ଘଟି ୭ ଜଣ ମୃତ୍ୟୁବରଣ କରିଥିବା ପ୍ରାଥମିକ ଖବରରୁ ଜଣାପଡିଛି । ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନରେ ବାଣ ପ୍ରସ୍ତୁତି ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି…

ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ଦ୍ବିପାକ୍ଷିକ କଥାବାର୍ତ୍ତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାଙ୍କ ପୋଲାଣ୍ଡ ପ୍ରତିପକ୍ଷ ଡୋନାଲ୍ଡ ଟସ୍କଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ନୂଆଦିଲ୍ଲୀର ହାଇଦରାବାଦ ହାଉସରେ ଅନୁଷ୍ଠିତ କଥାବାର୍ତ୍ତା କାଳରେ ଉଭୟ ନେତା ପ୍ରତିରକ୍ଷା, ମହାକାଶ ଓ ପରମାଣୁ ଶକ୍ତି କ୍ଷେତ୍ରରେ ପରସ୍ପରକୁ…

ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କଲେ ସୋନମ୍ ୱାଙ୍ଗଚୁକ୍

ନୂଆଦିଲ୍ଲୀ: କ୍ଲାଇମେଟ୍ ଏକ୍ଟିବିସ୍ଟ ସୋନମ୍ ୱାଙ୍ଗଚୁକ୍ କେନ୍ଦ୍ର ସରକାରଙ୍କ ଉପରେ ମେ’ ୨୦୨୬ରେ ଲଦାଖର ବିଭିନ୍ନ ଗ୍ରୁପ୍ ସହ ହୋଇଥିବା ବୁଝାମଣାରୁ ଓହରିଯିବା ଅଭିଯୋଗ ଆଣିଛନ୍ତି । ଯେଉଁଥିରେ କେନ୍ଦ୍ରଶାସିତ ଅଞ୍ଚଳ (UT) ସ୍ତରରେ ଏକ ନିର୍ବାଚିତ ସଂସ୍ଥା ଗଠନ କରିବା…

ଖାଇକୁ ଖସିପଡ଼ିଲା କାର୍: ୪ ମୃତ, ୨ ଗୁରୁତର

ଜୟପୁର : ରାଜସ୍ଥାନର ଜୟପୁର ଗ୍ରାମୀଣ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର୍ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସକୁ ସୂଚନା ମିଳିବା…

ମଣିଷ ଶରୀରରେ ଶାମୋଣ୍ଡା ଭାଇରସ୍ ସଂକ୍ରମଣ, ଜଣେ ଆକ୍ରାନ୍ତ ମୃତ

ଫ୍ରାନ୍ସ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ଜଣେ ମଣିଷଙ୍କ ଶରୀରରେ ଶାମୋଣ୍ଡା ଭାଇରସ୍ ସଂକ୍ରମଣ ଚିହ୍ନଟ ହୋଇଛି । ପୂର୍ବରୁ କେବଳ ପଶୁମାନଙ୍କ ଶରୀରରେ ଏହି ଭୂତାଣୁ ଠାବ କରାଯାଇଥିବା ବେଳେ ମଣିଷଙ୍କଠାରେ ସଂକ୍ରମଣର ଏହା ପ୍ରଥମ ଘଟଣା । ତେବେ…