ଦୀପାବଳି ଯାଏଁ ଆନ୍ଦୋଳନ ସ୍ଥଗିତ: ଅଭିଜିତ୍ ଦୀପକେ

ନୂଆଦିଲ୍ଲୀ: ଦୀପାବଳିରେ ପରିବାର ସହ ସମୟ ବିତାନ୍ତୁ। ସେ ଯାଏଁ ଆନ୍ଦୋଳନ ସ୍ଥଗିତ ରହିବ। ଏନେଇ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଏବଂ ସଂଯୋଜକ ଅଭିଜିତ୍ ଦୀପକେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦଳର ସହ-ସଂଯୋଜକ ଆଶୁତୋଷ ରାଙ୍କା…

ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା: ୩ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ପୋଲିସ

ମୁମ୍ବାଇ : ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କୁ ଟାର୍ଗେଟ୍ କରି ହୋଇଥିବା ଗୁଳିମାଡ଼ ଘଟଣାରେ ୩ ଅଭିଯୁକ୍ତଙ୍କୁ ୧୦ଦିନିଆ ରିମାଣ୍ଡରେ ନେଲା ପୋଲିସ । ୩୧ ଯାଏଁ ପୋଲିସ ରିମାଣ୍ଡରେ ୩ ଅଭିଯୁକ୍ତ । ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ୩୧…

ପିକଅପ୍ ଭ୍ୟାନ୍ ଚଢ଼ାଇ ୨ ଯୁବକଙ୍କୁ ହତ୍ୟା

କର୍ଣ୍ଣାଟକ: ମୋବାଇଲ୍ ପାଇଁ ମର୍ଡର । ମୋବାଇଲ୍ କୁ କେନ୍ଦ୍ର କରି ଝଗଡ଼ା । ପରେ ପିକଅପ୍ ଭ୍ୟାନ୍ ମାଡ଼ିଦେଇ କର୍ଣ୍ଣାଟକରେ ୨ ଜଣଙ୍କୁ ହତ୍ୟା କରାଯାଇଛି । ସୋମବାର ସନ୍ଧ୍ୟାରେ କର୍ଣ୍ଣାଟକ ମାଙ୍ଗାଲୁରୁର ଏକ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ…

ମୂର୍ତ୍ତି ବିସର୍ଜନ ବେଳେ ଓଲଟିଲା ଡଙ୍ଗା, ବୁଡ଼ିଗଲେ ୪ ଯୁବକ

ରାଜସ୍ଥାନ : ରାଜସ୍ଥାନ କୋଟାର କୋଟଡି ସହରରେ ଡଙ୍ଗାରେ ବିସର୍ଜନ ପାଇଁ ଯାଉଥିବା ବେଳେ ୬ଜଣ ବୁଡି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କ ସନ୍ଧାନ ପାଇଁ…

ଦିଲ୍ଲୀ ଏୟାରପୋର୍ଟରେ ୩ ଘଣ୍ଟା ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲା ଆପ୍

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ବିଳମ୍ବିତ ରାତିରେ ଦିଲ୍ଲୀ ଏୟାରପୋର୍ଟରେ ପ୍ୟାରିସରୁ ଫେରୁଥିବା ବେଳେ ଭଗୱନ୍ତ ସିଂ ମାନଙ୍କୁ ୩ ଘଣ୍ଟା ଦିଲ୍ଲୀ ଏୟାରପୋର୍ଟରେ ଅଟକ ରଖାଯାଇଥିଲା । ଘଟଣାକୁ ଆମ୍ ଆଦମୀ ପାର୍ଟି…

CCTV ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର ! ଯୁକ୍ତ ଦୁଇ ପରୀକ୍ଷାକୁ ନେଇ CHSEର କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର: ୨୦୨୭ ଯୁକ୍ତଦୁଇ ପରୀକ୍ଷା ପାଇଁ ନୂଆ ବ୍ୟବସ୍ଥା । ଯୁକ୍ତ ଦୁଇ ପରୀକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା କଡ଼ାକଡ଼ି କରିଛି CHSE । ସମସ୍ତ ପରୀକ୍ଷା ହଲ୍, ଷ୍ଟ୍ରଙ୍ଗ୍ ରୁମ୍ ଓ ପରୀକ୍ଷାଗାରରେ ସିସିଟିଭି କ୍ୟାମେରା ଲଗାଇବା ସହ ଲାଇଭ୍…

ଦୁଇ ଦିନିଆ ମୁମ୍ବଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ଆସନ୍ତା ୨୨ରେ ହେବାକୁଥିବା ‘ଇଣ୍ଡିଆ କେମ୍ ୨୦୨୬’ରେ ଯୋଗଦେବେ

ଭୁବନେଶ୍ୱର: ଦୁଇ ଦିନିଆ ମୁମ୍ବଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ମୁମ୍ବାଇଠାରେ ଅକ୍ଟୋବର ୨୨ରୁ ଆରମ୍ଭ ହେଉଥିବା ‘ଇଣ୍ଡିଆ କେମ୍ ୨୦୨୬’ (India Chem 2026) ସମ୍ମିଳନୀରେ ଓଡ଼ିଶା ନିଜର ଶିଳ୍ପ ଦକ୍ଷତା, ବିଶାଳ ଭିତ୍ତିଭୂମି, ପ୍ରଗତିଶୀଳ…

ବାକି ଟଙ୍କାକୁ ନେଇ ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ନୟାଗଡ଼: ବାକି ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ । ବାକି ଟଙ୍କା ମାଗିବାରୁ ବୃଦ୍ଧଙ୍କୁ ବାଉଁଶରେ ପିଟିପିଟି ହତ୍ଯା । ନୟାଗଡ ଜିଲ୍ଲା ଶରଣକୂଳ ଥାନା ପାଣିଭଣ୍ଡାର ଗାଁରେ ଘଟିଛି ଏଭଳି ଅଭାବନୀୟ ହତ୍ୟାକାଣ୍ଡ । ମୃତକ ହେଲେ ପାଣିଭଣ୍ଡାର ଗାଁର…

ଆସନ୍ତା ୨୩ରେ ଲଘୁଚାପ, ବଢୁଛି ବାତ୍ୟା ଆଶଙ୍କା

ଭୁବନେଶ୍ବର: ଲଘୁଚାପ ଆସୁଛି, ବଢ଼ୁଛି ବାତ୍ୟା ଆଶଂକା । ଅକ୍ଟୋବର ଶେଷ ଆଡ଼କୁ ଆସୁଥିବା ଏହି ଲଘୁଚାପ ବାତ୍ୟା ଭୟ ସୃଷ୍ଟି କରିଛି । ଆସନ୍ତା ୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲୋ ପ୍ରେସର । ଉତ୍ତର ପଶ୍ଚିମ ଦିଗକୁ ଗତି…

ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ କଣଲୋଇ ଗାଁରେ ଚାଞ୍ଚଲ୍ୟ । ଘର ଭିତରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୃତଦେହ । ମୃତ ଯୁବକ ହେଉଛନ୍ତି ଦିଲୀପ ସେଠୀ । ଘର ଭିତରୁ ଦିଲୀପଙ୍କ ମୃତଦେହ ମିଳିବା ପରେ…