ପୂଜା ବଜାରରେ ମାତିଛନ୍ତି UPI ଠକ, ପେମେଣ୍ଟ୍ ସକସେସଫୁଲ୍ କିନ୍ତୁ ଆକାଉଣ୍ଟକୁ ଆସୁନି ଟଙ୍କା
ସୋନପୁର :ମାତିଛନ୍ତି ୟୁପିଆଇ ଠକ । ପେମେଣ୍ଟ୍ ହୋଇଛି ବୋଲି କହୁଛନ୍ତି । ହେଲେ ଆକାଉଣ୍ଟକୁ ଆସୁନି ଟଙ୍କା । ସ୍କ୍ରିନ୍ ସଟ୍ ଦେଖାଉଛନ୍ତି । ହେଲେ ଅସଲରେ କୌଣସି ଟ୍ରାଞ୍ଜାକ୍ସନ୍ ନାହିଁ । ଏପରି ଦେଖିବାକୁ ମିଳିଛି ସୋନପୁରରେ ଚାଲିଥିବା…