ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଲୁହାପଥର ପରିବହନ କରୁଥିବା ଟ୍ରକ୍
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବଡ ଧରଣର ଲଙ୍କାକାଣ୍ଡ। ଫରସଗାଓଁ ନିକଟରେ ଏକ ଟ୍ରକକୁ ଜାଳିଦେଲେ ମାଓବାଦୀ। ଛୋଟେ ଡଙ୍ଗର ଖାଦାନରୁ ଲୁହା ପଥର ବୋଝେଇ ଆଣିବା ପାଇଁ ଯିବା ବେଳକୁ ମାଓବାଦୀ ଉଭୟ ପାର୍ଶ୍ଵରେ…
