State

ରୁପାଲୀ ଛକ ଆମ-ବସ୍ ଦୁର୍ଘଟଣା ପ୍ରତିବାଦରେ ସ୍ମାର୍ଟସିଟି ଅଟୋ ଆସୋସିଏସନର ବିକ୍ଷୋଭ

ଭୁବନେଶ୍ବର : ରୁପାଲୀ ଛକ ଆମ-ବସ୍ ଦୁର୍ଘଟଣାରେ ଅଟୋ ଚାଳକଙ୍କ ପ୍ରତିବାଦ । ଆମ-ବସ୍ ଆଗରେ ଧୂପ ବୁଲାଇ ପ୍ରତିବାଦ କଲେ ସ୍ମାର୍ଟସିଟି ଅଟୋ ଆସୋସିଏସନର ବିକ୍ଷୋଭ । ଗତକାଲି ଭୁବନେଶ୍ବର ରୂପାଲୀ ଛକରେ ଆମ-ବସ୍ ଦୁର୍ଘଟଣାରେ ଜଣେ ଅଟୋ ଚାଳକଙ୍କ…

ଆମ ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ରୂପାଲି ଛକ ନିକଟରେ ଆମ ବସ ଓ ଅଟୋ ମଧ୍ୟରେ ଧକା ହେବ ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାର…

ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ବାବୁ

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଇନ୍ସପେକ୍ଟର । ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କଟକ ସିଆରଆରଆଇ ଥାନା ଇନ୍ସପେକ୍ଟର ବିଜୟ ଵାରିକ । ଜଣେ ଲାଇସେନ୍ସପ୍ରାପ୍ତ ମଦ ବେପାରୀଙ୍କ ଠାରୁ ୪୦ ହଜାର ଟଙ୍କା…

ପଥ ଉତ୍ସବ ଆରମ୍ଭ, ଶୀତୁଆ ସକାଳର ମଜା ନେଲେ ରାଜଧାନୀବାସୀ

ଭୁବନେଶ୍ବର: ଶୀତୁଆ ସକାଳରେ ଆରମ୍ଭ ହୋଇଛି ପଥ ଉତ୍ସବ । ଆଜି ସକାଳ ୬ଟାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଥ ଉତ୍ସବ ଆରମ୍ଭ ହୋଇଛି । ମାଷ୍ଟର୍‌ କ୍ୟାଣ୍ଟିନ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ନାଚଗୀତ…

କଂସ ବଧ ସହ ସରିଲା ବରଗଡ଼ ଧନୁଯାତ୍ରା ମହୋତ୍ସବ 

ବରଗଡ଼: ୧୧ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ ହୋଇଛି। ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ୧୧ଦିନ ଧରି ଚାଲିଥିବା ଏହି ମହୋତ୍ସବର ଅନ୍ତିମ ଦିବସରେ କଂସବଧ ଦୃଶ୍ୟାଭିନୟ ହୋଇଥିଲା। ଉଦଯାପନୀ ଦିବସରେ…

ଜାନୁଆରୀ ୮ ରୁ ଫେବୃଆରୀ ୨୫ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର : ଜାନୁଆରୀ ୮ ରୁ ଫେବୃଆରୀ ୨୫ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା କଂଗ୍ରେସ । ମନରେଗା ନା ବଦଳେଇବା ପ୍ରସଙ୍ଗ ଉପରେ କଂଗ୍ରେସ କରିବ ଆନ୍ଦୋଳନ। ୱାର୍ଡ ସ୍ତରରୁ ବିଧାନ ସଭା ଘେରାଉ କରିବ କଂଗ୍ରେସ…

ବିଜାପୁର ମାଓ ସଙ୍ଗଠନର ଶୀର୍ଷ ନେତା ବାରସେ ଦେବୀଙ୍କ ସହ ଆତ୍ମସମର୍ପଣ କଲେ ୪୦ ମାଓବାଦୀ

ମାଲକାନଗିରି : ଆତ୍ମସମର୍ପଣ କଲେ ୪୦ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ମାଓ ସଙ୍ଗଠନର ଶୀର୍ଷ ନେତା ବାରସେ ଦେବୀଙ୍କ ସହ ୪୦ ଜଣ ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀଙ୍କ ସବୁଠାରୁ ଘାତକ ବାଟାଲିୟନ PLGA…

ଶ୍ରୀମନ୍ଦିରରେ ଜୋତା, ତଦନ୍ତ ଦାବି କଲେ ସେବାୟତ

ପୁରୀ : ଶ୍ରୀମନ୍ଦିରରେ ଜୋତା । ଭିତର ଭଣ୍ଡ ଦ୍ୱାର ବା ଭୋଗ ମଣ୍ଡପ ଦ୍ୱାର ନିକଟକୁ କେହି ଜଣେ ଜୋତା ନେଇଥିଲେ । ସେଠାରେ ଜୋତା ଥିବା ଦେଖିବା ପରେ ଜଣେ ସେବାୟତ ମନ୍ଦିର ଭିତରୁ ହାତରେ ଧରି ବାହାରକୁ…

୭ଟି ନୂଆ ମ୍ୟୁନିସିପାଲିଟି ଓ ୨୮ ଏନଏସି ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର : ୭ଟି ନୂଆ ପୌରପାଳିକା ଓ ୨୮ ନୂଆ ଏନଏସି ପାଇଁ ବିଜ୍ଞପ୍ତି ଜାରି । ନୂଆ ଏନଏସି ପାଇଁ ସମସ୍ତ ବିଡ଼ିଓ ମାନଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ହସ୍ତାନ୍ତର ହୋଇଛି। ସବୁ ଏନଏସିର ନୂତନ କାର୍ଯ୍ୟାଳୟ ପାଇଁ…

ଚିଲିକାର ହେବ ପୁନରୁଦ୍ଧାର, ଖୁବଶୀଘ୍ର ପ୍ରସ୍ତୁତ ହେବ ଡ଼ିପିଆର

ଚିଲିକା: ଚିଲିକା ହ୍ରଦର ହେବ ପୁନରୁଦ୍ଧାର । ଏନେଇ ଡ଼ିପିଆର ପ୍ରସ୍ତୁତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଜୈବ ବିବିଧତା ଓ ପୁନର୍ବିନ୍ୟାସ ଉପରେ ଗୁରୁତ୍ୱ । ଚିଲିକା ହ୍ରଦକୁ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ…