September 22, 2026

ହୀରାକୁଦ ଉବୁଟୁବୁ, ଖୋଲିଲା ଆଉ ୨ଟି ଗେଟ୍

ସମ୍ବଲପୁର: ଖୋଲିଲା ହୀରାକୁଦର ୨ଟି ଗେଟ୍ । ଉପର ମୁଣ୍ଡରୁ ଅତ୍ୟଧିକ ବନ୍ୟା ଜଳ ଆସିବା ଫଳରେ ହୀରାକୁଦ ଜଳଭଣ୍ଡାର ଆଉ ଦୁଇଟି ଗେଟ ଖୋଲିଛି l ହୀରାକୁଦ ତାର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ୬୩୦ ଫୁଟ କୁ ପହଞ୍ଚି…

ଅଶାନ୍ତ ସମୁଦ୍ର, ପୁରୀ ବେଳାଭୂମିରେ ରେଡ୍ ଫ୍ଲାଗ୍

ପୁରୀ: ପୁରୀ ସମୁଦ୍ର କୂଳରେ ଲାଗିଛି ରେଡ୍ ଫ୍ଲାଗ୍ । ପ୍ରବଳ ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି । ସମୁଦ୍ର କୂଳରେ ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡମାନେ…

ଆର୍ଯ୍ୟପଲ୍ଲୀରେ ଫସିଲେ ୨୭ରୁ ଅଧିକ ଆନ୍ଧ୍ର ଟ୍ରଲର

ଗଞ୍ଜାମ: ସମୁଦ୍ରରେ ଫସିଲେ ମତ୍ସ୍ୟଜୀବୀ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ୨୭ରୁ ଅଧିକ ଆନ୍ଧ୍ର ମାଛଧରା ଟ୍ରଲର ଫସି ରହିଥିବା ସୂଚନା ମିଳିଛି । ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ସମୁଦ୍ରରେ…

ବର୍ଷା ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସଜାଗ, ୨୬୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଗଜପତି: ଗଜପତି ଜିଲ୍ଲାରେ ବର୍ଷାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ଅଛି । ଗତକାଲି ଠାରୁ ସମସ୍ତ ବ୍ଲକ ର ବିଡ଼ିଓ ଓ ତହସିଲଦାର ମାନଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି । ଅବପାତ ପ୍ରଭାବରେ…

ଜଗତସିଂହପୁରରେ ଲଗାଣ ବର୍ଷା ସହ ବଢୁଛି ପବନର ବେଗ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରେ ଲଘୁଚାପଜନିତ ବର୍ଷା ଜାରି ରହିଛି। ଆଜି ସକାଳଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକାଶ ମେଘାଛନ୍ନ ରହିବା ସହ ତୁହାକୁ ତୁହା ପ୍ରବଳ ବର୍ଷା ହେଉଛି । ଏଥିସହ ଝଲକା ଝଲକା ଦମକା ପବନ ମଧ୍ୟ…

ବାତିଲ ହେଲା ଅଧିକାରୀଙ୍କ ଛୁଟି, ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର । ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ । ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ…

୪୫ ହଜାର ଟଙ୍କାର ନକଲି ନୋଟ ଜବତ

ବରଗଡ଼: ବରଗଡ଼ରେ ଧରା ପଡ଼ିଲା ୪୫ ହଜାର ଟଙ୍କାର ନକଲି ନୋଟ । ଏହି ମାମଲାରେ ଜଣେ ନାବାଳକକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ବରଗଡ଼ ସହରର ସ୍ବାଗତ ସାହୁ ନାମକ ଜଣେ ଯୁବକ ନିଜ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟାଭାଲ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍

ବରଗଡ଼: ଭିଜିଲାନ୍ସ ଜାଲରେ ଫସିଲେ କଟାଭାଲ ପିଇଓ କାର୍ତ୍ତିକେଶ୍ବର ବେହେର। ପିଇଓଙ୍କ ଘରୁ ମିଳିଲାଣି ୨.୯୮ ଲକ୍ଷ ଟଙ୍କା। ପୈତୃକ ଘର କନ୍ଦାଗାଡ଼ରୁ ଭିଜିଲାନ୍ସ ରେଡ୍‌ ବେଳେ ଏହି ଟଙ୍କା ଜବତ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପିଇଓଙ୍କ…

୨୫ ତାରିଖ ଯାଏ ଚିଲିକାରେ ଭସାପୋଲ ଓ ଡ଼ଙ୍ଗା ଚଳାଚଳ ବନ୍ଦ

ବ୍ରହ୍ମଗିରି: ଚିଲିକାରେ ଭସାପୋଲ ଓ ଡ଼ଙ୍ଗା ଚଳାଚଳ ବନ୍ଦ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚିଲିକାରେ ୪ଦିନ ବନ୍ଦ ରହିବ ଭସାପୋଲ । ଚିଲିକା ହ୍ରଦରେ ସାତପଡ଼ା-ଜହ୍ନିକୁଦା ମାର୍ଗରେ ଆଜିଠୁ ୨୫ ତାରିଖ ଯାଏ ନୌ-ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ…

ଓଡ଼ିଶା ଉପକୂଳରେ ମିଳିଲା ପ୍ରାକୃତିକ ଗ୍ୟାସର ସନ୍ଧାନ

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ପ୍ରାକୃତିକ ଗ୍ୟାସ୍ ର ସନ୍ଧାନ ପାଇଛି ରାଷ୍ଟ୍ରାୟତ୍ତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ ବା ONGC । କୋଣାର୍କଠାରୁ ସମୁଦ୍ର ମଧ୍ୟରେ ପ୍ରାୟ ୪୩ କିଲୋମିଟର ଦୂର ମହାନଦୀ ଅଫ୍ ଶୋର ବେସିନର ଗଭୀର ଜଳ…