State

ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ହ୍ରାସ: ବନ୍ଦ ହେଲା ୧୩ ଗେଟ୍‌

ଭୁବନେଶ୍ବର : ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ ଜଳଭଣ୍ଡାରର ପୂର୍ବରୁ ଖୋଲାଥିବା ୧୫ଟି ସ୍ଲୁଇସ୍‌ ଗେଟ୍‌ ମଧ୍ୟରୁ ଗୁରୁବାର ସକାଳେ ୩…

ଘରେ ପଶି ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ମାସ୍କ ମ୍ୟାନ୍ । ଘରେ ପଶି ବନ୍ଧୁକ ମୁନରେ ଲୁଟ୍ କଥା ତ ଶୁଣିଥିବେ, ହେଲେ ଏବେ ଘରେ ପଶି ଯୁବତୀଙ୍କୁ ଦୁଷ୍କମ ର୍ କରିଥିବା ଆସିଛି ସଙ୍ଗୀନ ଅଭିଯୋଗ । ଘଟଣା ଘଟିଛି ନୟାପଲ୍ଲୀ ଥାନା…

ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଖୁବଶୀଘ୍ର ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି ।…

ସମତା ଏକ୍ସପ୍ରେସରୁ ବିପୁଳ ଗଞ୍ଜେଇ ଜବତ; ୬ ମହିଳାଙ୍କୁ ବାନ୍ଧିଲା ଜିଆର୍‌ପି ପୋଲିସ

ଟିଟିଲାଗଡ଼: ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଟିଟିଲାଗଡ଼ ଜିଆର୍‌ପି ପୋଲିସ ୬ ଜଣ ମହିଳାଙ୍କୁ ଗିରଫ କରିଛି।…

ଗଣେଶ ଭସାଣି ବେଳେ ସାଉଣ୍ଡ ସିଷ୍ଟମ ବ୍ୟବହାରକୁ ନେଇ ହିଂସାକାଣ୍ଡ; ପଥରମାଡରେ ୬ ପୋଲିସ କର୍ମୀ ଆହତ

କଟକ: କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳର ବାରାଡିଆ ଗ୍ରାମରେ ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ ପଥରମାଡ଼ରେ ଥାନା ଅଧିକାରୀ (IIC) ଙ୍କ ସମେତ ଅତିକମରେ ଛଅ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ରାତିରେ ମାହାଙ୍ଗା…

କଟକ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାଡ୍‌ର ଦାଦାଗିରି: ନିର୍ଦ୍ଦୋଷ ଯୁବକଙ୍କୁ କୋର୍ଟ ଚାଲାଣ ଅଭିଯୋଗ, ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଓ ଧମକ

‘ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଭାନ୍ସ ସେଲ୍ ଆମର କିଛି ବିଗାଡ଼ି ପାରିବନି’ କହି ଅଧିକାରୀ ଧମକାଇଥିବା ଅଭିଯୋଗ ବିଡ଼ାନାସୀ ଥାନାରେ ଏଫ୍‌ଆଇଆର୍ ଦାୟର, ସାମ୍ବାଦିକଙ୍କ ଡାକ୍ତରୀ ମାଇନା ଶେଷ କଟକ: କଟକ ଅବକାରୀ ବିଭାଗର ଅପାରଗତା ଯୋଗୁଁ ସହର ଏବେ ନିଶା କାରବାରର ମୁଖ୍ୟ…

ଅକ୍ଟୋବର ୨ରୁ ବିଜେଡିର ମାସେ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ପାଳନରେ ବିଫଳତା, ଏମଏମଡିଆର (MMDR) ଆଇନ ଏବଂ ସାଧାରଣ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ବ୍ୟାପକ ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା କରାଯିବ। ଗାନ୍ଧୀ ଜୟନ୍ତୀ…

ଗୁଣି ସନ୍ଦେହରେ କଙ୍ଗାରୁ କୋର୍ଟ, ଗାଁଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ଼

ଭଦ୍ରକ : ସଭ୍ୟ ସମାଜରେ ଅସଭ୍ୟ କାଣ୍ଡ । ପୂରୁଣା ଜମିବାଡ଼ି ବିବାଦରୁ ଗୁଣି ଗାରେଡ଼ି ସହ ଗୁପ୍ତ ଧନ ପାଇଁ ବଳି ଭଳି ଅଭିଯୋଗରେ ମହିଳାଙ୍କୁ ନିସ୍ତୁକ ମାଡ । ଛୋଟରୁ ବଡ଼ କେହି ଛାଡ଼ିଲେନି । ବାଡ଼ି ଠେଙ୍ଗା…

ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର, ୩ ଦିନ ମାଗଣା ପ୍ରବେଶ

ପୁରୀ : ୬ ବର୍ଷର ଅପେକ୍ଷାର ଅନ୍ତ । ଆଜିଠୁ ଖୋଲିଲା ଗୁଣ୍ଡିଚା ମନ୍ଦିର । ଆଜି ସକାଳ ୭ଟା ୩୦ରୁ ମନ୍ଦିର ଖୋଲାଯାଇଛି । ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ପ୍ରବେଶ ସୁବିଧା ମିଳିବ । ଆଜିଠାରୁ…

ରବି ଫସଲର MSP ବଢ଼ାଇଲା କେନ୍ଦ୍ର

ଭୁବନେଶ୍ବର: ରବି ଫସଲ ପାଇଁ ବଢ଼ିଲା MSP|| ଚାଷୀଙ୍କୁ କେନ୍ଦ୍ରର ବଡ଼ ଉପହାର । ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ରବି ଫସଲ ପାଇଁ ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ନିର୍ଦ୍ଧାରଣ କରାଯାଇଛି । ଗହମ,…